ସୁସ୍ମିତା ରଥ |
---|
ଜନ୍ମ | (1958-10-06) ୬ ଅକ୍ଟୋବର ୧୯୫୮ (ବୟସ ୬୫) |
---|
ଜାତୀୟତା | ଭାରତୀୟ |
---|
ଜାତୀୟତା | ଭାରତୀୟ |
---|
ବୈବାହିକ-ସାଥୀ | ଜୟନ୍ତ ରଥ |
---|
ସମ୍ପର୍କୀୟ | ଭାନୁଜୀ ରାଓ, ମଧୁସୂଦନ ରାଓ |
---|
ପୁରସ୍କାର | ଝଙ୍କାର ପୁରସ୍କାର |
---|
ସୁସ୍ମିତା ରଥ (ଜନ୍ମ : ୦୬ ଅକ୍ଟୋବର ୧୯୫୮ ) ଜଣେ ଓଡ଼ିଆ ସାହିତ୍ୟିକା । ସେ ମୁଖ୍ୟତଃ ଗପ ଲେଖନ୍ତି । ସେ ଗଙ୍ଗାଧର ରଥ ଫାଉଣ୍ଡେସନର ସମ୍ପାଦିକା ଓ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଭାବରେ କାର୍ଯ୍ୟ କରିଛନ୍ତି ।[୧]
ରଚନାବଳୀ
- ଭିନ୍ନ ପୃଥିବୀ - ୨୦୦୬ (ଗ୍ରନ୍ଥମନ୍ଦିର କଟକ)
- ଦୃଷ୍ଟିର ଏପାଖ ସେପାଖ - ୨୦୦୯ (ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର)
- ପରିବର୍ତ୍ତିତ ମୁହୂର୍ତ୍ତ କେତୋଟିକୁ ନେଇ - ୨୦୧୧ (ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର)
- ସ୍ମୃତିର ରଙ୍ଗ - ୨୦୦୪ (ଗ୍ରନ୍ଥମନ୍ଦିର କଟକ)
- କବି ଭାନୁଜୀ ରାଓ - ୨୦୧୩ (ଓଡ଼ିଶା ସାହିତ୍ୟ ଏକାଡେମୀ)[୨]
- ଅଦ୍ୱିତୀୟା
- ଶ୍ରେଷ୍ଠ ଗଳ୍ପ
- ଅସ୍ତିତ୍ୱ
ସମ୍ମାନ ଓ ପୁରସ୍କାର
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ) - ୨୦୧୦[୩]
- ସହକାର ଗଳ୍ପ ସମ୍ମାନ
- ଅଞ୍ଜନ ପ୍ରଧାନ ସ୍ମୃତି ସମ୍ମାନ
- ଫକୀରମୋହନ ଗଳ୍ପ ପୁରସ୍କାର
- ଲେଖିକା ସଂସଦ ପୁରସ୍କାର[୪]
ଆଧାର
ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ) |
---|
୧୯୭୦-୧୯୮୯ | |
---|
୧୯୯୦- ୨୦୦୯ | |
---|
୨୦୧୦-ଏବେଯାଏଁ | |
---|
- (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
|