ଲାବଣ୍ୟ ପ୍ରୀତି

୧୯୯୩ର ଓଡ଼ିଆ କଥାଚିତ୍ର

ଅପୂର୍ବ କିଶୋର ବୀରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଲାବଣ୍ୟ ପ୍ରୀତି ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା ।[୨] ବହୁ ଜାତୀୟ ଓ ଆନର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇ ସମ୍ମାନୀତ ହୋଇଥିଲା ।[୩] ଚଳଚ୍ଚିତ୍ରଟି ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ "ପ୍ରଥମ ପ୍ରଣୟ" ଉପରେ ପର୍ଯ୍ୟବସିତ ।

ଲାବଣ୍ୟ ପ୍ରୀତି
ନିର୍ଦ୍ଦେଶକଅପୂର୍ବ କିଶୋର ବୀର[୧]
ଚିତ୍ରନାଟ୍ୟଅପୂର୍ବ କିଶୋର ବୀର
କାହାଣୀମହାପାତ୍ର ନୀଳମଣି ସାହୁ
କଳାକାରତାରାଶଙ୍କର ମିଶ୍ର, ସୌମ୍ୟଶ୍ରୀ ମିଶ୍ର, ଅଦିତି ବୀର
ସଙ୍ଗୀତଭାବଦୀପ ଜୟପୁରବାଲା
ଚିତ୍ରଗ୍ରହଣଅପୂର୍ବ କିଶୋର ବୀର
ସମ୍ପାଦକଦିଲ୍ଲିପ ପଣ୍ଡା
ମୁକ୍ତିଲାଭ ତାରିଖ
୧୯୯୩
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆ ଚଳଚ୍ଚିତ୍ର ‘ଲାବଣ୍ୟ ପ୍ରୀତି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

  • ତାରାଶଙ୍କର ମିଶ୍ର
  • ସୌମ୍ୟଶ୍ରୀ ମିଶ୍ର
  • ଅଦିତି ବୀର
  • ବିଭୁତି ଭୁଷଣ ମିଶ୍ର
  • ଲଲାଟେନ୍ଦୁ ରଥ

ପୁରସ୍କାର

  • ଶ୍ରେଷ୍ଠ ଚଳଚ୍ଚିତ୍ର - ୧୯୯୩ (୮ମ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ)
  • ଶ୍ରେଷ୍ଠ ବାଳ ଅଭିନେତା - ୧୯୯୩ (୮ମ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ)
  • ଶ୍ରେଷ୍ଠ ବାଳ ଚଳଚ୍ଚିତ୍ର - ୧୯୯୪ (୪୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର)
  • ଶ୍ରେଷ୍ଠ ବାଳ ଅଭିନେତା - ୧୯୯୪ (୪୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର)[୪]
  • ଶ୍ରେଷ୍ଠ ଏସୀୟ ଚଳଚ୍ଚିତ୍ର - ଓସାକା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର[୫]

ଆଧାର

ବାହାର ଆଧାର