ମୋ' ଦୁନିଆ ତୁ ହିଁ ତୁ

୨୦୧୩ର ଓଡ଼ିଆ କଥାଚିତ୍ର

ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମୋ' ଦୁନିଆ ତୁ ହିଁ ତୁ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା ।

ମୋ' ଦୁନିଆ ତୁ ହିଁ ତୁ
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକସୌମ୍ୟରଞ୍ଜନ ପଟ୍ଟନାୟକ
ସଂଳାପ(ସଂଳାପ): ବସନ୍ତରାଜ ସାମଲ
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୧୧ ଜାନୁଆରୀ ୨୦୧୩ [୧]
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ପାରିବେନି କେହି ଅଲଗା କରି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୨]

ଗୀତ ଓ ସଙ୍ଗୀତ

  • ସଙ୍ଗୀତକାର: ମଳୟ ମିଶ୍ର
  • ଗୀତିକାର: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
  • ପ୍ରଚ୍ଛଦପଟ ଗାୟକ: ବାପ୍ପି ଲାହିରି, ଜାଭେଦ ଅଲୀ, ଇରା ମହାନ୍ତି, ରୁପ କୁମାର ରାଠୋଡ଼, ଦେବାଶିଷ

ଗୀତ[୪]

  1. ତୁ ଡାକି ଦେଲୁ
  2. ସାଥୀ ତୋର ସୁନ୍ଦର
  3. ମୋ ଦୁନିଆଁ ତୁ ହିଁ ତୁ
  4. କହ୍ନେଇ ରେ
  5. ତୋ ସାଥେ ଯେବେଠୁ

ଟୀକା