ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର, କଟକ
ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର କଟକରେ ଅବସ୍ଥିତ ଏକ କର୍କଟ ରୋଗ ଚିକିତ୍ସା ହାସପାତାଳ ।[୧] ଏହା ଭାରତରେ ଥିବା ୨୫ଟି ସ୍ୱୀକୃତିପ୍ରାପ୍ତ ଆଞ୍ଚଳିକ କର୍କଟ ସେବା କେନ୍ଦ୍ର ମଧ୍ୟରୁ ଅନ୍ୟତମ ।[୨] ୨ ଫେବୃଆରୀ ୧୯୮୧ରେ SCB ମେଡିକାଲ୍ କଲେଜର ରେଡିଓଥେରାପି ବିଭାଗ ଭାବେ ପ୍ରତିଷ୍ଠିତ ହେବାପରେ ଏହା ୨୪ ଅପ୍ରେଲ ୧୯୮୪ରୁ ଏକ ସ୍ୱୟଂଶାସିତ ସଂସ୍ଥାରୁପେ କାର୍ଯ୍ୟ କରି ଆସୁଅଛି ଏହା ଓଡ଼ିଶା ସରକାରଙ୍କ ପରିଚାଳିତ ଏକମାତ୍ର କର୍କଟ ସେବା କେନ୍ଦ୍ର ।[୩]
ଇତିହାସ
ଆଧାର
ଅଧିକ ତଥ୍ୟ
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ