ଭାରତର ଜିଲ୍ଲାମାନଙ୍କର ତାଲିକା

(List of districts of Indiaରୁ ଲେଉଟି ଆସିଛି)


ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦ୍ଦୁ: ضلع) ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବିଭାଜନ ।

  • ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IASର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ୱରେ ଅଛନ୍ତି ।
  • ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବାର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ୱରେ ଅଛନ୍ତି ।
  • Deputy Conservator of Forests, Indian Forest Serviceର କର୍ମଚାରୀ, । ଜିଲ୍ଲାର ବନବିଭାଗ ଦାୟିତ୍ୱରେ ଅଛନ୍ତି ।

ଜିଲ୍ଲା ମୂଖ୍ୟାଳୟର କର୍ମୀମାନେ ରାଜ୍ୟ ସରକାରଦ୍ୱାରା ସହାୟିତ ହୁଅନ୍ତି ।

ଭାରତରେ ମୋଟ ୬୪୦ଟି ଜିଲ୍ଲା ଅଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଜିଲ୍ଲା ସଂଖ୍ୟା

ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ତାଲିକାରେ ଲିଖିତ ସଂଖ୍ୟାଦ୍ୱାରା ସୂଚୀତ ।
ସଂଖ୍ୟାରାଜ୍ୟର ନାମଜିଲ୍ଲା ସଂଖ୍ୟା
1ଆନ୍ଧ୍ର ପ୍ରଦେଶ୨୩
2ଅରୁଣାଚଳ ପ୍ରଦେଶ୧୬
3ଆସାମ୨୭
4ବିହାର୩୮
5ଛତିଶଗଡ଼୧୮
6ଗୋଆ
7ଗୁଜରାଟ୨୬
8ହରିଆଣା୨୧
9ହିମାଚଳ ପ୍ରଦେଶ୧୨
10ଜମ୍ମୁ ଓ କଶ୍ମୀର୨୨
11ଝାଡ଼ଖଣ୍ଡ୨୪
12କର୍ଣ୍ଣାଟକ୩୦
13କେରଳ୧୪
14ମଧ୍ୟ ପ୍ରଦେଶ୫୦
15ମହାରାଷ୍ଟ୍ର୩୫
16ମଣିପୁର
17ମେଘାଳୟ
18ମିଜୋରମ
19ନାଗାଲାଣ୍ଡ୧୧
20ଓଡ଼ିଶା୩୦
21ପଞ୍ଜାବ୨୨
22ରାଜସ୍ଥାନ୩୩
23ସିକିମ
24ତାମିଲନାଡୁ୩୨
25ତ୍ରିପୁରା
26ଉତ୍ତର ପ୍ରଦେଶ୭୧
27ଉତ୍ତରାଖଣ୍ଡ୧୩
28ପଶ୍ଚିମବଙ୍ଗ୧୯
Aଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ
Bଚଣ୍ଡୀଗଡ଼
Cଦାଦ୍ରା ଓ ନଗର ହବେଳୀ
Dଡାମନ ଓ ଡିଉ
Eଲାକ୍ଷାଦ୍ୱୀପ
Fଦିଲ୍ଲୀ
Gପୁଡୁଚେରୀ
*ମୋଟ642

ଆଧାର

ଅଧିକ ତଥ୍ୟ

  • 2001 maps; provides maps of social, economic and demographic data of India in 2001