ଜ୍ୟୈଷ୍ଠ
(Jyeshtaରୁ ଲେଉଟି ଆସିଛି)
ଜ୍ୟେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ଜ୍ୟୈଷ୍ଠ' ବା 'ଜ୍ୟେଷ୍ଠ' ମାସ କୁହାଯାଏ । ଏହା ବୈଶାଖର ପରବର୍ତ୍ତୀ ଓ ଆଷାଢ଼ର ପୂର୍ବବର୍ତ୍ତୀ ମାସ । ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବୈଶାଖ ଗ୍ରୀଷ୍ମ ଋତୁ । ଜ୍ୟୈଷ୍ଠ ଗ୍ରୀଷ୍ମ ଋତୁର ଶେଷ ମାସ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଦ୍ୱିତୀୟ ଚାନ୍ଦ୍ରମାନ ମାସ ଅଟେ।
ପର୍ବପର୍ବାଣି
- କୃଷ୍ଣ ଏକାଦଶୀ: ଅପରା ଏକାଦଶୀ (ଜଳକ୍ରୀଡ଼ା ଏକାଦଶୀ)
- ଅମାବାସ୍ୟା: ସାବିତ୍ରୀ ଓଷା
- ଶୁକ୍ଳ ଷଷ୍ଠୀ: ଶୀତଳ ଷଷ୍ଠୀ ଯାତ୍ରା
- ଶୁକ୍ଳ ଦଶମୀ: ଗଙ୍ଗା ଦଶହରା
- ଶୁକ୍ଳ ଏକାଦଶୀ: ନିର୍ଜଳା ଏକାଦଶୀ
- ପୂର୍ଣ୍ଣିମା: ଦେବ ସ୍ନାନ ପୂର୍ଣ୍ଣିମା
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ