ଅରୁଣ ମହାନ୍ତି

ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ନିର୍ମାତା, ନିର୍ଦ୍ଦେଶକ
(Arun Mohantyରୁ ଲେଉଟି ଆସିଛି)

ଅରୁଣ ମହାନ୍ତି, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ[୧], କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଳାପକାର, ଗୀତିକାର ଏବଂ ସଙ୍ଗୀତକାର ।[୨] ସେ ୧୯୮୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୩][୪] ଏହାପରେ ସେ ଘର ମୋର ସ୍ୱର୍ଗ, ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗିଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ ଆଦି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୫][୬][୭]

ଅରୁଣ ମହାନ୍ତି
ଜନ୍ମ
ଅରୁଣ ମହାନ୍ତି

ବୃତ୍ତିସମୂହ
  • ଚଳଚ୍ଚିତ୍ର ନିର୍ମାତା
  • ନିର୍ଦ୍ଦେଶକ
  • କାହାଣୀକାର
  • ଚିତ୍ରନାଟ୍ୟ ଲେଖକ
  • ସଂଳାପକାର
  • ଗୀତିକାର
  • ସଙ୍ଗୀତ ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୮୮ରୁ-ଏବେଯାଏଁ

ପ୍ରାରମ୍ଭିକ ଜୀବନ

କଥାଚିତ୍ର ଜୀବନ

ଅରୁଣ ୧୯୮୮ ମସିହରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କନ୍ୟାଦାନର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ଗୀତ[୮], ସଙ୍ଗୀତ ନିର୍ଦ୍ଦେଶନା ସ‌ହ ପ୍ରଯୋଜନା ମଧ୍ୟ ସେ ନିଜେ କରିଥିଲେ ।

ନିର୍ଦ୍ଦେଶନା

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୮ଏଇ ସଂଘର୍ଷ
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ପ୍ରଯୋଜନା

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୯କଥା କହିବ ମୋ ମଥା ସିନ୍ଦୂର

ସଙ୍ଗୀତ ନିର୍ଦ୍ଦେଶନା

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ରାକ୍ଷୀ ଭିଜିଗଲା ଆଖି ଲୁହରେ
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ଗୀତିକାର

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ପୁଅ ଭାଙ୍ଗିଦେଲା ସୁନା ସଂସାର

କାହାଣୀ

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ପୁଅ ଭାଙ୍ଗିଦେଲା ସୁନା ସଂସାର
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ଆଧାର

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଅରୁଣ ମହାନ୍ତି