୨୦୧୮ ଶୀତକାଳୀନ ପାରାଲିମ୍ପିକ

2018 ଶୀତକାଳୀନ ପାରାଲିମ୍ପିକ, ଯାହା ଅଧିକାରିକ ରୂପେ ୧୨ତମ ପାରାଲିମ୍ପିକ ଖେଳ ଋପେ ଜଣାଯାଏ । ୯ରୁ ୧୮ ମଇର ମଧ୍ୟ ଦକ୍ଷିଣ କୋରିୟାର ପ୍ୟୋଙ୍ଗଚାଙ୍ଗ ନଗରରେ ଆୟୋଜିତ ହେବ । ଏହା ଏକ ଅନ୍ତଃରାଷ୍ଟ୍ରୀୟ ଶୀତକାଳୀନ ଖେଳର ଆୟୋଜନ ଅଟେ ଯାହା ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସମିତିଦ୍ୱାରା ଆୟୋଜିତ କରାଯିବ । ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସମିତି ଏହି ଆୟୋଜନ ପାଇଁ ୧୫ ଅକ୍ଟୋବର ୨୦୦୯ ମସିହାରେ ତିନି ଦାବିଦାର ପ୍ରାପ୍ତ କରିଥିଲେ । ପ୍ୟୋଙ୍ଗଚାଙ୍ଗ ସହିତ ଫ୍ରେଞ୍ଚ ଆଲ୍ପସରେସ୍ଥିତ ଏନ୍ନେସୀ, ଫ୍ରାନ୍ସ, ଜର୍ମାନୀ (୧୯୭୨ ଗ୍ରୀଷ୍ମ କାଳୀନ ଅଲିମ୍ପିକର ନିମନ୍ତ୍ରକ) ମଧ୍ୟ ଏହି ଆୟୋଜନ ପାଇଁ ନିଜ ପ୍ରସ୍ତାବ ଠୋକିଥିଲେ ।[୧] ୨୨ ଜୁନ ୨୦୧୦ ମସିହାରେ ଏହି ସମସ୍ତ ଦାବେଦାର ନଗର ପ୍ରତିଭାଗୀ ନଗର ଅନୁଶାରେ ବଛାଗଲା । ଜିତିଥିବା ପ୍ରତିଭାଗୀ ନଗରର ଘୋଷଣା ୬ ଜୁନ ୨୦୧୧ ମସିହାରେ ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସଂଘର ୧୨୩ତମ ସତ୍ର, ଡରବନ, ଦକ୍ଷିଣ ଆଫ୍ରିକାରେ ହୋଇଥିଲା ।

୨୦୧୮ ଶୀତକାଳୀନ ପାରାଲିମ୍ପିକ

୨୭ ଅକ୍ଟୋବର ୨୦୧୩ ମସିହାରେ ୨୦୧୮ ଶୀତକାଳୀନ ପାରାଲିମ୍ପିକ ଖେଳର ପ୍ରତୀକ ଚିହ୍ନ ଜାରୀ ହୋଇଥିଲା ଜାହା ୧୬ ମାର୍ଚ୍ଚ ୨୦୧୪ ମସିହାରେ ସୋଚୀ ନଗରଦ୍ୱାରା ନିମନ୍ତ୍ରିତ ନଗରକୁ ଦିଆଗଲା । ଅଭିନେତା "ଲୀ ଦୋଙ୍ଗ ବୁକ"ଙ୍କୁ ଏହି ଖେଳ ପାଇଁ ସମାନିତ ଦୂତ ଋପେ ବଛାଗଲା ।

ଟିକେଟ

2018 ପାରାଲିମ୍ପିକ ଖେଳ ପାଇଁ ଟିକେଟ ମୂଲ୍ୟର ଘୋଷଣା ୮ ଜୁନ ୨୦୧୭ ମସିହାରେ ହୋଇଥିଲା ତଥା ଏହାର ବିକ୍ରୀ ୨୧ ଅଗଷ୍ଟ ୨୦୧୭ରେ ପ୍ରାରମ୍ଭ ହୋଇଥିଲା । [୨] ଖେଳ ପ୍ରତିଯୋଗୀମାନଙ୍କ ପାଇଁ ଟିକେଟର ମୂଲ୍ୟ ₩16,000ରୁ 50,000 (ପାଖାପାଖି $15-45) ମଧ୍ୟରେ ରଖାଗଲା । ଉଦ୍ଘାଟନ ସମାପନ ସମାରୋହ ପାଇଁ ଟିକେଟର ମୂଲ୍ୟ ₩10,000ରୁ ₩140,000 (ପାଖାପାଖି $9-125) ମଧ୍ୟରେ ରଖାଗଲା ।[୩]

19 ଜାନୁଆରୀ 2018 ପର୍ଯ୍ୟନ୍ତ ଖେଳର ଆବାଣ୍ଟିତ 223,353 ଟିକଟ ଗୁଡିକରେ ପାଖାପାଖି 70% ଟିକେଟ ବିକ୍ରୀ ହୋଇ ଯାଇଥିଲା ।[୪] [୫] [୬]

କାର୍ଯ୍ୟକ୍ରମ

ଏହି ସାରଣୀରେ ନୀଳ ଖଣ୍ଡରେ ପ୍ରଦର୍ଶିତ ପ୍ରତିଯୋଗିତାଗୁଡ଼ିକ ଖେଳ ପ୍ରତିଯୋଗିତା ଅଟେ । ହଳଦିଆ ଖଣ୍ଡରେ ପ୍ରଦର୍ଶିତ ପ୍ରତିଯୋଗିତାଗୁଡ଼ିକ ସେହି ଖେଳର ପଦକ ପ୍ରତିଯୋଗିତା ଅଟେ ।[୭]

 ● Opening ceremony    Event competitions    Event finals ● Closing ceremony
March 2018 9th10th11th12th13th14th15th16th17th18thGold
Medals
Opening Ceremony
Closing Ceremony
ଆଲପିନ ସ୍କୀଙ୍ଗ666333330
ବ୍ୟାଥଲୋନ66618
କ୍ସସ-କଣ୍ଟ୍ରି ସ୍କୀଙ୍ଗ2466220
ଆଇସ ସ୍ଲେଜ ହକୀ11
ସ୍ନୋବୋର୍ଡିଙ୍ଗ5510
ହ୍ୱିଲଚେୟାର କରଲିଙ୍ଗ11
Total128912931110680

ଆଧାର