୧ମ ଲୋକ ସଭା

ଭାରତ ସଂସଦର ପ୍ରଥମ ନିମ୍ନ ଗୃହ |


ପ୍ରଥମ ଲୋକ ସଭା ୧୭ ଅପ୍ରେଲ ୧୯୫୨ରେ ଗଠିତ ହୋଇଥିଲା । ଏହି ଲୋକ ସଭା ଭାରତର ୧୯୫୧ର ସାଧାରଣ ନିର୍ବାଚନ ପରେ ଗଢ଼ା ଯାଇଥିଲା ଏବଂ ୫ବର୍ଷ ଧରି ରହିବାପରେ ୪ ଅପ୍ରେଲ ୧୯୫୭ରେ ଏହାର କାର୍ଯ୍ୟକାଳ ସମାପ୍ତ ହୋଇଥିଲା ।[୧]

ଲୋକ ସଭାର କାର୍ଯ୍ୟକର୍ତ୍ତା

ଭାରତୀୟ ସମ୍ବିଧାନର ୯୩ତମ ପ୍ରସଙ୍ଗ ଅନୁସାରେ ଲୋକ ସଭାରେ ନିର୍ବାଚିତ ଏବଂ ମନୋନୀତ କାର୍ଯ୍ୟକର୍ତ୍ତା ରହିବା ଅନିର୍ବାଯ୍ୟ । ନିର୍ବାଚିତ ସଭ୍ୟମାନେ ହେଲେ ବାଚସ୍ପତି, ଉପ-ବାଚସ୍ପତି ଏବଂ ମନୋନୀତ କାର୍ଯ୍ୟକର୍ତ୍ତାମାନେ ହେଲେ ସଚିବଗଣ ।[୨] ନିମ୍ନରେ ୧ମ ଲୋକ ସଭାର କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଭ୍ୟଙ୍କର ତାଲିକା ଦର୍ଶାଯାଇଛି ।[୧][୩]

କ୍ରମିକ ସଂଖ୍ୟାPositionNameFromToDays in office
ବାଚସ୍ପତିଗଣେଶ ବାସୁଦେବ ମାବଲଙ୍କର

ଏମ୍. ଏ. ଅୟାଙ୍ଗର

୮ ମଇ ୧୯୫୨

୮ ମାର୍ଚ୍ଚ ୧୯୫୬

୨୭ ଫେବୃଆରୀ ୧୯୫୬

୧୦ ମଇ ୧୯୫୭

୧,୩୯୦

୪୨୮

ଉପ-ବାଚସ୍ପତିଏମ୍. ଏ. ଅୟାଙ୍ଗର

ସରଦାର ହୁକୁମ ସିଂହ

୩୦ ମଇ ୧୯୫୨

୨୦ ମାର୍ଚ୍ଚ ୧୯୫୬

୭ ମଇ ୧୯୫୬

୪ ଅପ୍ରେଲ ୧୯୫୭

୧,୩୭୭

୩୮୦

ମହା ସଚିତଏମ୍. ଏନ୍. କୌଲ୧୭ ଅପ୍ରେଲ ୧୯୫୨୪ ଅପ୍ରେଲ ୧୯୫୭୧,୮୧୩
ଲୋକ ସଭାର ମୁଖ୍ୟଜବାହାରଲାଲ ନେହେରୁ୧୭ ଅପ୍ରେଲ ୧୯୫୨୪ ଅପ୍ରେଲ ୧୯୫୭୧,୮୧୩
ବିରୋଧୀ ଦଳର ନେତା (ଘୋଷଣା ହୋଇନଥିଲା)ଏ କେ ଗୋପାଳନ୍୧୭ ଅପ୍ରେଲ ୧୯୫୨୪ ଅପ୍ରେଲ ୧୯୫୭୧,୮୧୩

ବିରୋଧୀ ଦଳ ନେତା ପଦବୀ ୧୯୭୭ ମସିହାରେ ପାରିତ ହେଲା ଏବଂ ଏହି ପଦରେ ଥିବା ସଦସ୍ୟଙ୍କୁ ଦରମା ମଧ୍ୟ ପ୍ରଦାନ କରାଗଲା ।[୪]

ଆଧାର

ବାହାର ଆଧାର