ହେକ୍ସାକ୍ଲୋରୋଫିନ
- ପୃଷ୍ଠା
- ଆଲୋଚନା
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
![]() | |
![]() | |
Clinical data | |
---|---|
Trade names | pHisoHex, Gamophen, Septisol, Turgex, Germa-Medica, others |
AHFS/Drugs.com | monograph |
Legal status | |
Legal status |
|
Identifiers | |
IUPAC name
| |
ECHA InfoCard | 100.000.667 ![]() |
Chemical and physical data | |
Formula | C13H6Cl6O2 |
Molar mass | ୪୦୬.୮୯ g·mol−1 |
3D model (JSmol) | |
Density | 1.71 g/cm3 |
Melting point | 163 to 165 °C (325 to 329 °F) |
Boiling point | 471 °C (880 °F) |
SMILES
| |
InChI
|
ହେକ୍ସାକ୍ଲୋରୋଫିନ ଏକ ପୂତିନାଶକ ଔଷଧ ଯାହା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କଦ୍ୱାରା ଅସ୍ତ୍ରୋପଚାର ପୂର୍ବରୁ ହାତକୁ ଜୀବାଣୁମୁକ୍ତ କରିବା ପାଇଁ ବ୍ୟବହୃତ ହୁଏ । [୧] ୧୯୭୦ ଦଶକ ପୂର୍ବରୁ ଏହା ନବଜାତ ଶିଶୁମାନଙ୍କୁ ଧୋଇବା ପାଇଁ ମଧ୍ୟ ବ୍ୟବହୃତ ହେଉଥିଲା । [୨] ଏହା ଚର୍ମରେ ପ୍ରୟୋଗ କରାଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ପ୍ରଦାହ, ଆତପଦାହ ଏବଂ ଶୁଷ୍କ ଚର୍ମ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଟକ୍ସାଇସିଟି ସହିତ ବାତ ଏବଂ ସମ୍ଭାବ୍ୟ ମୃତ୍ୟୁ ହୋଇପାରେ ।[୧] ଅଳ୍ପ ପରିମାଣରେ ଜୀବାଣୁ ବୃଦ୍ଧି ବନ୍ଦ କରିଦିଏ; ତଥାପି ଏହା କିପରି ଘଟେ ତାହା ଅସ୍ପଷ୍ଟ ।[୧]
ହେକ୍ସାକ୍ଲୋରୋଫିନ ୧୯୪୮ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାରରେ ଆସିଥିଲା ।[୩] ଯୁକ୍ତରାଷ୍ଟ୍ରରେ ୩% ଦ୍ରବଣ ବିଶିଷ୍ଟ ୧୫୦ ମିଲି ବୋତଲର ମୂଲ୍ୟ ପ୍ରାୟ ୩୬ ଡଲାର ଥିଲା ।[୪] ପରବର୍ତ୍ତୀ ସମୟରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ଏହାକୁ ବନ୍ଦ କରିଦିଆଯାଇଛି | [୧] [୫]