ସୁସ୍ମିତା ରଥ

ଓଡ଼ିଆ ଗାଳ୍ପିକା

ସୁସ୍ମିତା ରଥ (ଜନ୍ମ : ୦୬ ଅକ୍ଟୋବର ୧୯୫୮ ) ଜଣେ ଓଡ଼ିଆ ସାହିତ୍ୟିକା । ସେ ମୁଖ୍ୟତଃ ଗପ ଲେଖନ୍ତି । ସେ ଗଙ୍ଗାଧର ରଥ ଫାଉଣ୍ଡେସନର ସମ୍ପାଦିକା ଓ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଭାବରେ କାର୍ଯ୍ୟ କରିଛନ୍ତି ।[୧]

ସୁସ୍ମିତା ରଥ
ଜନ୍ମ (1958-10-06) ୬ ଅକ୍ଟୋବର ୧୯୫୮ (ବୟସ ୬୫)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୈବାହିକ-ସାଥୀଜୟନ୍ତ ରଥ
ସମ୍ପର୍କୀୟଭାନୁଜୀ ରାଓ, ମଧୁସୂଦନ ରାଓ
ପୁରସ୍କାରଝଙ୍କାର ପୁରସ୍କାର

ରଚନାବଳୀ

  • ଭିନ୍ନ ପୃଥିବୀ - ୨୦୦୬ (ଗ୍ରନ୍ଥମନ୍ଦିର କଟକ)
  • ଦୃଷ୍ଟିର ଏପାଖ ସେପାଖ - ୨୦୦୯ (ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର)
  • ପରିବର୍ତ୍ତିତ ମୁହୂର୍ତ୍ତ କେତୋଟିକୁ ନେଇ - ୨୦୧୧ (ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର)
  • ସ୍ମୃତିର ରଙ୍ଗ - ୨୦୦୪ (ଗ୍ରନ୍ଥମନ୍ଦିର କଟକ)
  • କବି ଭାନୁଜୀ ରାଓ - ୨୦୧୩ (ଓଡ଼ିଶା ସାହିତ୍ୟ ଏକାଡେମୀ)[୨]
  • ଅଦ୍ୱିତୀୟା
  • ଶ୍ରେଷ୍ଠ ଗଳ୍ପ
  • ଅସ୍ତିତ୍ୱ

ସମ୍ମାନ ଓ ପୁରସ୍କାର

  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ) - ୨୦୧୦[୩]
  • ସହକାର ଗଳ୍ପ ସମ୍ମାନ
  • ଅଞ୍ଜନ ପ୍ରଧାନ ସ୍ମୃତି ସମ୍ମାନ
  • ଫକୀରମୋହନ ଗଳ୍ପ ପୁରସ୍କାର
  • ଲେଖିକା ସଂସଦ ପୁରସ୍କାର[୪]

ଆଧାର