ସୁବର୍ଣ୍ଣ ସୀତା

୧୯୮୩ର ଓଡ଼ିଆ କଥାଚିତ୍ର

ସୁବର୍ଣ୍ଣ ସୀତା, ୧୯୮୩ ମସିହାରେ ମୁକ୍ତିଲାଭ[୨] କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତ ମିଶ୍ର ।[୪] ବିନ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୋମନାଥ ପାଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶିଶିର ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫]

ସୁବର୍ଣ୍ଣ ସୀତା
ନିର୍ଦ୍ଦେଶକଶିଶିର ମିଶ୍ର
ପ୍ରଯୋଜକପ୍ରଭାତ ମିଶ୍ର
ସଂଳାପସୋମନାଥ ପାଲ
ଚିତ୍ରନାଟ୍ୟଶିଶିର ମିଶ୍ର
କାହାଣୀବିନ ମହାପାତ୍ର
କଳାକାରଶ୍ରୀରାମ ପଣ୍ଡା
ତ୍ରିପୁରା ମିଶ୍ର
ଶୁଭ୍ର ପତି
ପୀର ମିଶ୍ର
ଜୟୀରାମ ସାମଲ
ଗ୍ଲୋରିଆ ମହାନ୍ତି
ହର ପଟ୍ଟନାୟକ
ମାମିନା
ସଙ୍ଗୀତଶ୍ରୀବତ୍ସ ପଟ୍ଟନାୟକ
ଚିତ୍ରଗ୍ରହଣଅଶୋକ ସ୍ୱାଇଁ[୧]
ସମ୍ପାଦକସମରେଶ ବୋଷ
ମୁକ୍ତିଲାଭ ତାରିଖ
୧୯୮୩
ଦେଶ ଭାରତ
ଭାଷାଓଡ଼ିଆ

ଶ୍ରୀରାମ ପଣ୍ଡା, ତ୍ରିପୁରା ମିଶ୍ର, ଶୁଭ୍ର ପତି, ପୀର ମିଶ୍ର, ଜୟୀରାମ ସାମଲ, ଗ୍ଲୋରିଆ ମହାନ୍ତି, ହର ପଟ୍ଟନାୟକ, ମାମିନା, ଶିଶିର ମିଶ୍ର, କୃଷ୍ଣପ୍ରଭା, ପ୍ରଦୀପ୍ତ ମିଶ୍ର, ରାଜୁ ସଧଙ୍ଗୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀବତ୍ସ ପଟ୍ଟନାୟକ । ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ, ନାରାୟଣ ପ୍ରସାଦ ସିଂହ[୬] ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଚିତ୍ତ ଜେନା, ସୁଶ୍ରୀ ସଙ୍ଗୀତା, ଭୁବନେଶ୍ୱରୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର

ବାହାର ଆଧାର