ସୁପର୍ ବୟ୍ | |
---|---|
ନିର୍ଦ୍ଦେଶକ | କେ. ଅନିଶ |
ପ୍ରଯୋଜକ | ଅଜୟ କୁମାର ରାଉତ |
ସଂଳାପ | ଦୀପକ ଜେନା |
ଚିତ୍ରନାଟ୍ୟ | କେ. ଅନିଶ |
କାହାଣୀ | କେ. ଅନିଶ ବିଜୟଲକ୍ଷ୍ମୀ ପରିଡ଼ା |
କଳାକାର | ଜ୍ୟୋତି ରଞ୍ଜନ ନାୟକ ତମନ୍ନା ବ୍ୟାସ ସୁଭାଶିଷ ଶର୍ମା ପିଣ୍ଟୁ ନନ୍ଦ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ମାହି |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୨ ଫେବୃଆରୀ ୨୦୨୧ |
ଦେଶ | ![]() |
ଭାଷା | ଓଡ଼ିଆ |
ସୁପର୍ ବୟ୍, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ କୁମାର ରାଉତ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] କେ. ଅନିଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ବିଜୟଲକ୍ଷ୍ମୀ ପରିଡ଼ା ଏହି କଥାଚିତ୍ରଟିର ମଧ୍ୟ କାହାଣୀ ରଚନା କରିଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ତମନ୍ନା ବ୍ୟାସ ।[୪][୫] ସୁଭାଶିଷ ଶର୍ମା, ପିଣ୍ଟୁ ନନ୍ଦ, ପ୍ରିୟଙ୍କା, ନମିତା ଦାସ ଆଦି କଳାକାରମାନ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୮] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଦୀପକ ଜେନା ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ସ୍ୱୟମ ପାଢ଼ୀ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ, ଅର୍ପିତା, ବୈଦ୍ୟନାଥ ଦାଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ରମଣୀମଣି ତୁ" | ନିର୍ମଳ ନାୟକ | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
2. | "ତୋ ଆଖି ମୋ ଆଇନା" | ଅରୁଣ ମନ୍ତ୍ରୀ | ସ୍ୱୟମ ପାଢ଼ୀ, ଅସୀମା ପଣ୍ଡା | |
3. | "ସୁପର୍ ବୟ୍ (ଥିମ୍ ସଙ୍ଗ୍)" | ନିର୍ମଳ ନାୟକ | ସତ୍ୟଜିତ ପ୍ରଧାନ | |
4. | "ସୁପର୍ ବୟ୍ (ପାର୍ଟି ସଙ୍ଗ୍)" | ନିର୍ମଳ ନାୟକ | ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅର୍ପିତା, ବୈଦ୍ୟନାଥ ଦାଶ, ସ୍ୱୟମ ପାଢ଼ୀ | |
5. | "ପ୍ରେମ ଗୁଡ଼ି" |