ସୁନା ଭାଉଜ

୧୯୯୪ର ଓଡ଼ିଆ କଥାଚିତ୍ର

ସୁନା ଭାଉଜ, ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର ମିଶ୍ର[୧][୨][୩]

ସୁନା ଭାଉଜ
ନିର୍ଦ୍ଦେଶକଶିଶିର ମିଶ୍ର
ପ୍ରଯୋଜକବିଶ୍ୱଜିତ ବିଶ୍ୱାଳ
ସଂଳାପଶିଶିର ମିଶ୍ର
କଳାକାରଧୀର ବିଶ୍ୱାଳ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମହାଶ୍ୱେତା ରାୟ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଶାମ୍ବା
ମୁକ୍ତିଲାଭ ତାରିଖ
୧୯୯୪
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୭୭ଲକ୍ଷ ୨୧ହଜାର

ଅଭିନୟ

ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୧]

ଆଧାର

ଅଧିକ ତଥ୍ୟ