ସୀମା ଅନ୍ତିଲ

ଭାରତୀୟ ଡିସ୍କ ଥ୍ରୋୟର

ସୀମା ଅନ୍ତିଲ (ଜନ୍ମ ୨୭ ଜୁଲାଇ ୧୯୮‌୩) ଜଣେ ଭାରତୀୟ ଡିସ୍କ ଥ୍ରୋୟର । [୨]

ସୀମା ଅନ୍ତିଲ
2010 କମନୱେଲଥ୍ ଗେମ୍ସରେ ପୁନିଆ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1983-07-27) ୨୭ ଜୁଲାଇ ୧୯୮୩ (ବୟସ ୪୦)
Sonipat, Haryana, India
ଉଚ୍ଚତା୧.୮୨ m (୫ ft 11 12 in)[୧]
ଓଜନ94 kg (207 lb) (2014)[୧]
Sport
ଦେଶ ଭାରତ
କ୍ରୀଡ଼ାAthletics
Event(s)Discus
Medal record
Commonwealth Games
Silver medal – second place 2006 MelbourneDiscus throw
Silver medal – second place 2014 GlasgowDiscus throw
Bronze medal – third place 2010 Delhi Discus throw
ଏସିଆନ ଗେମ୍ସ
Gold medal – first place 2014 IncheonDiscus throw
World Junior Championships
Bronze medal – third place 2002 Kingston Discus throw
Updated on 6 October 2014.

ପ୍ରାରମ୍ଭିକ ଜୀବନ

ସୀମା ଅନ୍ତିଲ ହରିୟାଣାର ସୋନିପାତ ଜିଲ୍ଲାର ଖେୱଡା ଗ୍ରମରେ ଜନ୍ମ ଗ୍ରହଣ କରିଥିଲେ ।[୩] ୧୧ ବର୍ଷ ବୟସରୁ ସେ ଲଙ୍ଗ ଜମ୍ପର ଭାବେ ଖେଳିବାକୁ ଲାଗିଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଡିସ୍କ ଥ୍ରୋୟର ଖେଳ ଖେଳିବା ଆରମ୍ଭ କଲେ ।[୪] ସାନଟିଅଗୋରେ ୨୦୦୦ ମସିହାରେ ସେ ୱର୍ଲଡ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏବଂ ସେଠାରେ ତାଙ୍କ ଡାକ ନାଁ ମିଲେନିୟମ ଚାଇଲ୍ଡ ହୋଇଯାଇଥିଲା ।[୫]ସେ ସୋନିପାତ ସରକାରୀ କଲେଜରେ ପାଠ ପଢୁଥିଲେ ।

କ୍ୟାରିୟର

ସାନଟିଅଗୋରେ ୨୦୦୦ ମସିହାରେ ସେ ୱର୍ଲଡ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ କିନତୁ ନିଶାଦ୍ରବ୍ୟ ସେବନ ପରୀକ୍ଷାରୁ ତାହା ହରାଇ ବସିଲେ । ଏହାପରେ ତାଙ୍କୁ ଚେତାବନୀ ମଧ୍ୟ ଦିଆ ଯାଇଥିଲା ।[୬] ୨୦୦୨ ମସିହାରେ ସେ ଏକ ବ୍ରୋଞ୍ଜ ମେଡାଲ ଜିତିଥିଲେ ।୨୦୦୬ କମନ୍ୱେଲ୍‌ଥ ଗେମ୍ସରେ ସେ ରୌପ୍ୟ ପଦକ ଜିତିଥିଲେ ଏବଂ ୨୬ ଜୁନ ୨୦୦୬ ମସିହାରେ ଭିମ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ୨୦୦୬ରେ ଏସିୟନ ଗେମ୍ସରେ ସେ ଅନୁପସ୍ଥିତ ଥିଲେ ।[୭][୮]୨୦୧୦ ମସିହା କମନ୍ୱେଲ୍‌ଥ ଗେମ୍ସରେ ସେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ୨୦୧୪ ମସିହା କମନ୍ୱେଲ୍‌ଥ ଗେମ୍ସରେ ସେ ରୌପ୍ୟ ମେଡାଲ ଜିତିଥିଲେ ଏବଂ ଏସିୟାନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୯]

ବ୍ୟକ୍ତିଗତ ଜୀବନ

ସେ ଅଙ୍କୁଷ ପୁନିଆଙ୍କୁ ବିବାହ କରିଛନ୍ତି ।[୧୦]

ଅଲମ୍ପିକ୍ସରେ

YearCompetitionVenuePositionNotes
Representing  ଭାରତ
2004Olympic GamesAthens, Greece14th60.64 m
2012Olympic GamesLondon, England13th61.91 m
2016Olympic GamesRio de Janeiro, Brazil20th57.58 m

ଆଧାର

ଅଧିକ ତଥ୍ୟ