ସିପ୍ରା ବୋଷ
- ପୃଷ୍ଠା
- ଆଲୋଚନା
ସିପ୍ରା ବୋଷ | |
---|---|
ଜନ୍ମ | (1945-11-09)୯ ନଭେମ୍ବର ୧୯୪୫ |
ମୃତ୍ୟୁ | ୨୨ ଅପ୍ରେଲ ୨୦୦୮(2008-04-22) (ବୟସ ୬୨) |
ମୃତ୍ୟୁର କାରଣ | ହୃଦଘାତ |
ପ୍ରସିଦ୍ଧି | କଣ୍ଠଶିଳ୍ପୀ |
ବୈବାହିକ-ସାଥୀ | ଗୋବିନ୍ଦ ବୋଷ |
ସନ୍ତାନ | ୨ଟି ପୁଅ ଓ ଗୋଟିଏ ଝିଅ |
ସିପ୍ରା ବୋଷ (୯ ନଭେମ୍ବର ୧୯୪୫ - ୨୨ ଅପ୍ରେଲ ୨୦୦୮) ଜଣେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ନିପୁଣା ଗାୟିକା ଥିଲେ ।[୧][୨] ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ସିପ୍ରା, ପ୍ରଚ୍ଛଦପଟ୍ଟ ଗାୟିକା ଭାବରେ କାର୍ଯ୍ୟ କରିଥିବା କିଛି ଓଡ଼ିଆ ଚଳଚ୍ଚିତ୍ର:
ସେ ଗାଇଥିବା କିଛି ଲୋକପ୍ରିୟ ଗୀତ:
ସେ ୧୯୪୫ ମସିହା ନଭେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଚିନ୍ମୟ ଲାହିରୀଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ବେଗମ ଅଖତରଙ୍କଠାରୁ ଠୁମରୀ ଓ ଗଜଲ ଶିଖିଥିଲେ । ବନାରସ ଘରାନାର ନୈନା ଦେବୀ ଓ ପଣ୍ଡିତ ରବିଶଙ୍କରଙ୍କଠାରୁ ମଧ୍ୟ ସେ ବିଭିନ୍ନ ସମୟରେ ସଙ୍ଗୀତ ଶିକ୍ଷା କରିଥିଲେ ।[୫] ତାଙ୍କ ସ୍ୱାମୀ ଗୋବିନ୍ଦ ବୋଷ ଜଣେ ତବଲା ବାଦକ ଥିଲେ । ତାଙ୍କର ୨ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସିପ୍ରାଙ୍କର ୨୦୦୮ ମସିହା ଅପ୍ରେଲ ୨୨ତାରିଖରେ କଲିକତାଠାର ହୃଦଘାତରେ ପରଲୋକ ଘଟିଥିଲା ।[୬]