ସିନ୍ଦୂର ନୁହେଁ ଖେଳଘର

୨୦୦୨ର ଓଡ଼ିଆ କଥାଚିତ୍ର

ରବି କିନ୍ନାଗିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ସିନ୍ଦୂର ନୁହେଁ ଖେଳଘର [୧] ୨୦୦୨ ମସିହାରେ ମୁକ୍ତିଲାଭ କରିଥିଲା ।

ସିନ୍ଦୂର ନୁହେଁ ଖେଳଘର
ନିର୍ଦ୍ଦେଶକରବି କିନ୍ନାଗି
କଳାକାରସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ବିଜୟ ମହାନ୍ତି, ଅନିତା ଦାସ
ସଙ୍ଗୀତସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ
୧୧ ଜାନୁଆରୀ ୧୯୯୮
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୩,୪୫,୦୦୦
ମୋଟ ଆୟIndian Rupee ₹ ୩,୦୦,୦୦,୦୦୦

ଅଭିନୟରେ

ଓଡ଼ିଆଚଳଚ୍ଚିତ୍ର ‘ସିନ୍ଦୂର ନୁହେଁ ଖେଳଘର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଦ୍ରଷ୍ଟବ୍ୟ