ସିନ୍ଦୁର ବିନ୍ଦୁ

୧୯୭୬ର ଓଡ଼ିଆ କଥାଚିତ୍ର

ସିନ୍ଦୁର ବିନ୍ଦୁ ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶନାରେ[୧][୨] ମହାଲକ୍ଷ୍ମୀ ଫିଲ୍ମସ୍‌ଦ୍ୱାରା ତିଆରି ହେଇଥିଲା । ‘ସିନ୍ଦୁର ବିନ୍ଦୁ’ର କାହାଣୀ ଚିନ୍ତାମଣି ଜେନାଙ୍କ ରଚିତ ଉପନ୍ୟାସ ‘ସରପଞ୍ଚ ପୁଅ’ ଉପରେଆଧାରିତ ହୋଇଥିଲା ।[୩]

ସିନ୍ଦୁର ବିନ୍ଦୁ
ନିର୍ଦ୍ଦେଶକଶିଶିର ମିଶ୍ର
ମୂଳ ଆଧାରଚିନ୍ତାମଣି ଜେନାଙ୍କ 'ସରପଞ୍ଚ ପୁଅ'
କଳାକାରପ୍ରଶାନ୍ତ ନନ୍ଦ,
ଶ୍ରୀରାମ ପଣ୍ଡା,
ସୁଜାତା ଆନନ୍ଦ,
ତ୍ରିପୁରା ମିଶ୍ର
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଦିଲୀପ ଦତ୍ତ
ମୁକ୍ତିଲାଭ ତାରିଖ
୨୪ ସେପ୍ଟେମ୍ବର ୧୯୭୬
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ସିନ୍ଦୁର ବିନ୍ଦୁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର

ଅଧିକ ତଥ୍ୟ