ସିନକୋକେନ

ଇଂରାଜୀ ଭାଷାରେ

ସିନକୋକେନ
Clinical data
Trade namesCincain, Nupercainal, Nupercaine, Sovcaine, others
SynonymsDibucaine, percaine[୧]
AHFS/Drugs.commonograph
Routes of
administration
Topical, intravenous (for animal euthanasia)
Legal status
Legal status
  • US: OTC
Identifiers
IUPAC name
  • 2-butoxy-N-[2-(diethylamino)ethyl]quinoline-4-carboxamide
ECHA InfoCard100.001.484 Edit this at Wikidata
Chemical and physical data
FormulaC20H29N3O2
Molar mass୩୪୩.୪୭ g·mol−1
3D model (JSmol)
SMILES
  • O=C(c1c2ccccc2nc(OCCCC)c1)NCCN(CC)CC
InChI
  • InChI=1S/C20H29N3O2/c1-4-7-14-25-19-15-17(16-10-8-9-11-18(16)22-19)20(24)21-12-13-23(5-2)6-3/h8-11,15H,4-7,12-14H2,1-3H3,(H,21,24) checkY
  • Key:PUFQVTATUTYEAL-UHFFFAOYSA-N checkY
  (verify)

ସିନକୋକେନ (ଇଂରାଜୀ ଭାଷାରେ Cinchocaine), ଯାହାକୁ ଡିବୁକାଇନ୍ ମଧ୍ୟ କୁହାଯାଏ, ଏକ ସ୍ଥାନୀୟ ନିଶ୍ଚେତକ ଯାହା କର୍ଟିକୋଷ୍ଟିରଏଡ ସହିତ ମିଶି ଅର୍ଶ ଏବଂ କୁଣ୍ଡେଇ ହେବା ଲକ୍ଷଣମାନଙ୍କୁ ଉପଶମ କରିଥାଏ ।[୨] ଏହା ସାମାନ୍ୟ ପୋଡ଼ାଜଳା ଏବଂ କୀଟ କାମୁଡ଼ା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ଏହା ପ୍ରଭାବିତ ଅଞ୍ଚଳରେ ପ୍ରୟୋଗ କରାଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ ଚର୍ମ ଉତ୍ତେଜନା ହୋଇପାରେ । [୩] ଆନାଫାଇଲକ୍‌ସିସ ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟାରେ ହୋଇପାରେ ।[୩] ଏହା ଏକ ଆମିଡ (amide) ।[୪] ଏହା ଏକ ଶକ୍ତିଶାଳୀ କିନ୍ତୁ ଅଧିକ ବିଷାକ୍ତ ସ୍ଥାନୀୟ ନିଶ୍ଚେତକ ।[୪]

ସିନକୋକେନ ପ୍ରଥମେ ୧୯୨୯ ମସିହାରେ ତିଆରି ହୋଇଥିଲା ।[୧] ଏହା କାଉଣ୍ଟର ଉପରେ ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୩୦ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୫ ଡଲାର୍ ଥିଲା ।[୫] ଯୁକ୍ତରାଜ୍ୟରେ ଏକଏକ ଷ୍ଟିରଏଡ୍ ମିଶ୍ରିତ ସଂସ୍କରଣର ମୂଲ୍ୟ ପ୍ରାୟ ୬ ପାଉଣ୍ଡ ଅଟେ ।[୨]

ଆଧାର