ସମୟ (କାଳ)

ଆମେ ସାଧାରଣତଃ ଘଟଣାମାନଙ୍କୁ କ୍ରମାନ୍ୱୟ କରିବା ପାଇଁ ସମୟ ବ୍ୟବହାର କରିଥାଉ । ବସ୍ତୁର ଗତି ବା ପରିବର୍ତ୍ତନର ହାରକୁ ସମୟରେ ସୂଚିତ କରାଯାଇଥାଏ । ସମୟକୁ ବିଜ୍ଞାନରେ ଚତୁର୍ଥ ଆୟାମ ମଧ୍ୟ କୁହାଯାଏ ।

ସମ‌ୟ ଏକ ଅମୂଲ୍ୟ ସ‌ମ୍ପଦ । କାଳର ଅନ୍ୟନାମ ସମୟ। ଏହା କାହାକୁ ଅପେକ୍ଷା କରେନାହିଁ।ଏହାର ସଦୁପୋଯୋଗ କରାଜିବା ଉଚିତ୍।ପ୍ରତ୍ୟେକ ବ୍ୟକ୍ତି ଏହାର ମୁଲ୍ୟ ବୁଝିବା ଉଚିତ।

କୌଣସି ବାରମ୍ବାର ପରିବର୍ତ୍ତନ ହେଉଥିବା ଘଟଣାକୁ ଆଧାର କରି ସମୟ ମାପ କରାଯାଇଥାଏ । ଦୃଷ୍ଟାନ୍ତ ସ୍ୱରୂପ ଗୋଟିଏ ସୂର୍ଯ୍ୟାସ୍ତରୁ ପର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଗୋଟିଏ ଦିନ ହୋଇଥାଏ । ଅତି ପୁରାତନ ସମୟରେ ମଧ୍ୟ ମଣିଷ ପଞ୍ଜିକା ବ୍ୟବହାର କରୁଥିଲା । ଏବେ ଯୁଗ ବଦଳିବା ସହିତ ଆମେ ସେକେଣ୍ଡର କୋଟି ଭାଗ ମଧ୍ୟ ହିସାବ କରିପାରୁଛୁ ।

ବିଜ୍ଞାନର ଅନ୍ତର୍ଜାତୀୟ ମାନକ (SI) ଅନୁସାରେ ସମୟର ଏକକ ହେଉଛି ସେକେଣ୍ଡ ।

ସମୟର ଏକକ

  • ୧ ସହସ୍ରାବ୍ଦୀ = ୧୦୦୦ ବର୍ଷ
  • ୧ ଶତାବ୍ଦୀ = ୧୦୦ ବର୍ଷ
  • ୧ ଦଶକ = ୧୦ ବର୍ଷ
  • ୧ ବର୍ଷ = ୧୨ ମାସ ≈ ୩୬୫ ଦିନ (ଅଧିବର୍ଷରେ ୩୬୬ ଦିନ)
  • ମାସ ≈ ୨୮ରୁ ୩୧ ଦିନ (ରୋମାନ୍‌ ମାସ), ୩୦ ଦିନ (ଓଡ଼ିଆ ମାସ)
  • ପକ୍ଷ = ୧୪ ଦିନ (ରୋମାନ୍‌ ମାସ), ୧୫ ଦିନ (ଓଡ଼ିଆ ମାସ)
  • ସପ୍ତାହ = ୭ ଦିନ
  • ଦିନ = ୨୪ ଘଣ୍ଟା
  • ୧ ଘଣ୍ଟା = ୬୦ ମିନିଟ୍‌
  • ୧ ମିନିଟ୍‌ = ୬୦ ସେକେଣ୍ଡ
  • ୧ ମିଲିସେକେଣ୍ଡ = ୧/୧,୦୦୦ ସେକେଣ୍ଡ
  • ୧ ମାଇକ୍ରୋସେକେଣ୍ଡ = ୧/୧,୦୦୦,୦୦୦ ସେକେଣ୍ଡ
  • ୧ ନାନୋସେକେଣ୍ଡ = ୧/୧,୦୦୦,୦୦୦,୦ ସେକେଣ୍ଡ

ସମୟ ମାପିବା ଯନ୍ତ୍ର

  • ଘଣ୍ଟା
  • ବାଲିଘଡ଼ି
  • ସୂର୍ଯ୍ୟଘଡ଼ିl

ଦିନର ସମୟ

ଆଧାର

ବାହାର ତଥ୍ୟ

  • Dowden, Bradley (California State University, Sacramento) (2007). "Time". In James Fieser, Ph.D., Bradley Dowden, Ph.D. (ed.). The Internet Encyclopedia of Philosophy. Retrieved 2011-04-09.{{cite encyclopedia}}: CS1 maint: multiple names: authors list (link)
  • Le Poidevin, Robin (Winter 2004). "The Experience and Perception of Time". In Edward N. Zalta (ed.). The Stanford Encyclopedia of Philosophy. Retrieved 2011-04-09.
  • Time at Open Directory