ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ

ହାସ୍ୟ-ଅଭିନେତା

ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଜଣେ ଓଡ଼ିଆ ସିନେ ଅଭିନେତା [୧] ଓ ନୃତ୍ୟନିର୍ଦ୍ଦେଶକ । ସେ ମୁଖ୍ୟତଃ ଜଣେ ହାସ୍ୟ-ଅଭିନେତା ଭାବେ ପାଖାପାଖି ସିନେମାରେ ଅଭିନୟ କରିଛନ୍ତି । ସେ ସ୍ତ୍ରୀ, ଝିଲିମିଲି, କିଏ କାହାର (୧୯୬୮)[୨]ଅଭିମାନ (୧୯୭୭) ଆଦି କଥାଚିତ୍ରରେ ନିଜ ଅଭିନୟ ପାଇଁ ଜଣା ।[୩] ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ୨୦୧୧ ମସିହାର ତୁମେ ହିଁ ସାଥି ମୋର ।[୪] ସେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ଓରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୫] [୬]

ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
ଜନ୍ମ
ବୃତ୍ତିଅଭିନେତା

ଅଭିନୀତ ଓଡ଼ିଆ କଥାଚିତ୍ର

ନୃତ୍ୟ ନିର୍ଦ୍ଦେଶନା

କଥାଚିତ୍ରମୁକ୍ତିଲାଭ ବର୍ଷ
ଅଭିଳାଷ୧୯୮୩
ଅଭିମାନ୧୯୭୭

ଆଧାର

ବାହାର ଲିଙ୍କ