ଶ୍ରୀନିବାସରାଘବନ ଭେଙ୍କଟରଘବନ

ଭାରତୀୟ କ୍ରିକେଟ ଖେଳାଳୀ

ଶ୍ରୀନିବାସରାଘବନ ଭେଙ୍କଟରଘବନ (ଶବଦ ବିଷୟରେ pronunciation (ଜନ୍ମ 21 ଏପ୍ରିଲ 1945 , ଅସମର୍ଥିତ ସୂତ୍ରରୁ [୧]ଜଣେ ଭାରତୀୟ କ୍ରିକେଟ ଖେଳାଳି। ସେ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ ଓ ପରେ ICC ପାନେଲରେ ଅନ୍ତର୍ଜାତିକ ଅମପାୟର ଭାବରେ କାର୍ଯ୍ୟ କରିଥିଲେ ,[୨] ସେ ଇଂଲଣ୍ଡର ଡର୍ବିସାୟର କ୍ଲବ ପାଇଁ କ୍ରିକେଟ ଖେଳିଥିଲେ ,[୨]ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ .[୩]

ବ୍ୟକ୍ତିଗତ ତଥ୍ୟ
ନାମSrinivasaraghavan Venkataraghavan
ଡାକ ନାମVenkat
ବ୍ୟାଟିଂ ପ୍ରକାରRight-hand
ବୋଲିଂ ପ୍ରକାରRight-arm off break
ଭୂମିକାBowler, umpire
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 110)27 February 1965 v New Zealand
ଶେଷ ଟେଷ୍ଟ24 September 1983 v Pakistan
ପ୍ରଥମ ଦିନିକିଆ (cap 9)13 July 1974 v England
ଶେଷ ଦିନିକିଆ7 April 1983 v West Indies
ଘରୋଇ ଦଳ ତଥ୍ୟ
YearsTeam
1970–1985Tamil Nadu
1973–1975Derbyshire
1963–1970Madras
ଅମ୍ପାୟାରିଂ ତଥ୍ୟ
ଟେଷ୍ଟ ଅମ୍ପାୟାରିଂ73 (1993–2004)
ଦିନିକିଆ ଅମ୍ପାୟାରିଂ52 (1993–2003)
ପ୍ରଥମଶ୍ରେଣୀ ଅମ୍ପାୟାରିଂ79 (1990–2004)
ଲିଷ୍ଟ ଏ ଅମ୍ପାୟାରିଂ56 (1990–2003)
Career statistics
ପ୍ରତିଯୋଗିତା TestsODIFCLA
ମ୍ୟାଚ ସଂଖ୍ୟା 571534171
ମୋଟ ରନ 748546617346
ବ୍ୟାଟିଂ ହାର 11.6810.8017.7311.16
ଶତକ/ଅର୍ଦ୍ଧଶତକ 0/2–/–1/240/0
ସର୍ବାଧିକ ରନ 6426*13726*
ବଲ ସଂଖ୍ୟା 14877868835483985
ଉଇକେଟ 1565139064
ବୋଲିଂ ହାର 36.11108.4024.1435.34
ଇନିଙ୍ଗସରେ ୫ଟି ଉଇକେଟ 3850
ମ୍ୟାଚରେ ୧୦ଟି ଉଇକେଟ 1n/a21n/a
ସବୁଠୁ ଭଲ ବୋଲିଂ 8/722/349/934/31
କ୍ୟାଚ/ଷ୍ଟମ୍ପିଙ୍ଗ 44/–4/–316/–29/–
Source: Cricket Archive, 10 March 2014


ଖେଳ ଜୀବନୀ 

ସ୍ପିନ ବୋଲର ଭାବେ ଭେଙ୍କଟ 1970 ମସିହା ସମୟରେ ଥିବା ପ୍ରସିଦ୍ଧ ଭାରତୀୟ ସ୍ପିନ କୁଆର୍ତେଟ , ଯହିଁରେ  ବେଦି , ପ୍ରସନ୍ନା ଓ ଚନ୍ଦ୍ରଶେଖର [୪] ମଧ୍ୟଥିଲେ ,ର ସଦସ୍ୟ ଥିଲେ । ସେ ଜଣେ ବଳିଷ୍ଠ କ୍ଷେତ୍ର ରକ୍ଷକ ଥିବା ସହ ଜଣେ ଭଲ ତଳ ଓଡର ବେତସ ମେନ ଥିଲେ । [୪]   ମାତ୍ର 20 ବର୍ଷ ବଯଶରେ ସେ ଟେଷ୍ଟ ଦଳରେ ସ୍ଥାନ ପାଇ ନିଉଜିଲାଣ୍ଡ ଦଳ ବିପକ୍ଷରେ ଦିଲ୍ଲୀ ଟେଷ୍ଟରେ 12ଟି ୱିକେଟ ନେବା ସହ ନିଜକୁ ଜଣେ ଅନ୍ତର୍ଜାତିକ ସ୍ତରର ସ୍ପିନର ହିସାବରେ ପ୍ରତିପାଦନ କରିଥିଲେ । ସେ 1070-71ର ୱେଷ୍ଟ ଇଣ୍ଡିଜ ଓ ଇଂଲଣ୍ଡ ଗସ୍ତ ପାଇଁ ଯାଇଥିବା ଭାରତୀୟ ଦଳର ଉପଧିନାୟକ ଥିଲେ ଓ ଭାରତ ଉଭୟ ସିରିଜ ଜିତି ଥିଲା । ଭେଙ୍କଟ ତ୍ରିନିଦାଦ ଟେଷ୍ଟରେ 5 ୱିକେଟ ନେବା ସହ ଇଂଲଣ୍ଡରେ 3ଟି ଟେଷ୍ଟରେ 13ଟି ୱିକେଟ ନେଇ ଭାରତୀୟ ବିଜଯରେ ମହତ୍ୱପୂର୍ଣ ଯୋଗଦାନ ଦେଇଥିଲେ । ସେ 1975 ଓ 1979 ବିଶ୍ୱ କପରେ ଭ୍ୟାରତୀୟ ଦଳର ଅଧିନାଯକ ଥିଲେ । ଘରେଇ କ୍ରିକେଟରେ ସେ ତାମିଲନାଡୁ ଓ ଦକ୍ଷିଣ ଜୋନ ପାଇଁ ଖେଳୁଥିଲେ । [୪]1985 ମସିହାରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ପରେ ସେ ଜଣେ କ୍ରିକେଟ ପ୍ରଶାସକ ତଥା ଭାରତୀୟ ଦଳର ମେନେଜର ଭାବରେ କାର୍ଯ୍ୟ କରିଥିଲେ ତାଙ୍କୁ 2003 ମସିହାରେ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।   .[୪]

ଅମପାୟର ଜୀବନୀ 

ଅନ୍ତର୍ଜାତିକ ଅମପାୟର ଭାବରେ ଭେଙ୍କଟ ଜଯପୁରରେ 1993ମସିହାରେ ଭାରତ ବନାମ ଇଂଲଣ୍ଡ ମେଚରେ ପ୍ରଥମ ପଦାର୍ପଣ କଲେ ।ସେହି ମାସରେ ସେ ଟେଷ୍ଟ ଅମପାୟରେ ଭାବରେ କଲିକତାରେ ଭରତ ବନାମ ଇଂଲଣ୍ଡ ମେଚ ପରିଚାଳନା କରିଥିଲେ । 1994ରେ ICCଦ୍ୱାରା ଗଠନ କରାଯାଇଥିବା ଅମପାୟର ପ୍ଯାନେଲରେ ସେ ରହିଥିଲେ । 2002 ମସିହାରେ ICC ନୂତନ ଭାବେ ଶ୍ରେଷ୍ଠ 8 ଜଣ ଅମପାୟରଙ୍କୁ ନେଇ ଏଲାଇଟ ପ୍ଯାନେଲ ସୃଷ୍ଟି କରିଥିଲା ଓ ଭେଙ୍କଟ ସେଥିରେ ପୁରଣକାଳୀନ ଭିତ୍ତିରେ ସ୍ଥାନ ପାଇଥିଲେ । ସେ 2004 ମସିହାରେ ନିଜେ ସେଥିରୁ ଅବ୍ୟାହତି ନେଇ ଥିଲେ । ତାଙ୍କୁ ଜଣେ ଶ୍ରେଷ୍ଠ ଅମପାୟର ଭାବରେ ଗଣାଯାଏ । 

ଅମପାୟର ଭାବରେ ସେ 6ଟି ଏଶେସ ଟେଷ୍ଟ ଓ 1996,1999 ଓ 2003 ବିଶ୍ୱ କପ ମେଚ ପରିଚାଳନା କରିଥିଲେ । ସେ  1996 ଓ 1999ରେ ସେମିଫାଇନାଲ ତଥା 1999ରେ ଫାଇନାଲ ମେଚରେ ସେ ରହିଥିଲେ । ସେ ସମୁଦାଯ 73ଟି ଟେଷ୍ଟ ଓ 52ଟି ଏକ ଦିବାସୀୟରେ ଅମପାୟର ରହିଥିଲେ । [୪]

ଅମପାୟରିଙ୍ଗ ପରିସଙ୍ଖ୍ୟନ 

FirstLastTotal
Tests  India v  England at Kolkata, January 1993  South Africa v  West Indies at Centurion, January 200473
ODIs  India v  England at Jaipur, January 1993  Australia v  New Zealand at Faridabad, October 200352

Education

ଭେଙ୍କଟ ଜଣେ ଇଂଜିନିଯରିଂ ଗ୍ରାଜୁଏଟ ଥିଲେ .[୫]

ପୁନଶ୍ଚ ଦେଖଣା 

  • List of Test cricket umpires
  • List of One Day International cricket umpires

ଆଧାର 

ବାହାର ଲିଙ୍କ