ଶେଷ ଶ୍ରାବଣ

୧୯୭୬ର ଓଡ଼ିଆ କଥାଚିତ୍ର

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଶେଷ ଶ୍ରାବଣ ୧୯୭୬ ମସିହାରେମୁକ୍ତିଲାଭ କରିଥିଲା । ୧୯୭୯ ମସିହାରେ ଏହା ପୁନଶ୍ଚ ହିନ୍ଦୀ ଭାଷାରେ ରାଜଶ୍ରୀ ଚଳଚ୍ଛିତ୍ର ପ୍ରଯୋଜନା ସଂସ୍ଥାଦ୍ୱାରା ନୈୟା ଶୀର୍ଷକରେ ପ୍ରଶାନ୍ତ ନନ୍ଦଙ୍କ ଦେଇ ନିର୍ମିତ ହୋଇଥିଲା । ଏହି କଥାଚିତ୍ର ଜରିଆରେ ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶନା ଆରମ୍ଭ କରିଥିଲେ ।[୨]

ଶେଷ ଶ୍ରାବଣ
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟଶିବବ୍ରତ ଦାସ
କାହାଣୀବସନ୍ତ ମହାପାତ୍ର
କଳାକାରହେମନ୍ତ ଦାସ, ବନଜା ମହାନ୍ତି, ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣରାଜନ୍ କିନାଗୀ[୧]
ସମ୍ପାଦକମୁକ୍ତାର ଅହମ୍ମଦ
ମୁକ୍ତିଲାଭ ତାରିଖ
୧୯୭୬
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆକଥାଚିତ୍ର ‘ଶେଷ ଶ୍ରାବଣ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସଙ୍ଗୀତ

ଓଡ଼ିଆ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ସଙ୍ଗୀତଗୀତକଣ୍ଠ
ହାଏରେ ହାଏ ଗରଜେ ମେଘ ଘୁମ ଘୁମ ମୟୁରୀ ନାଚେପ୍ରଫୁଲ୍ଲ କରଚିତ୍ତ ଜେନା, ବାଣୀ ଜୟରାମ
ମାଝି'ରେଶିବବ୍ରତ ଦାସପ୍ରଫୁଲ୍ଲ କର
ମାଣିକପ୍ରଫୁଲ୍ଲ କରଚିତ୍ତ ଜେନା & ମହମ୍ମଦ ହବିବ
ମେଘ ବରଷିଲା ଟୁପୁରୁ ଟାପୁରୁପ୍ରଫୁଲ୍ଲ କରବାଣୀ ଜୟରାମ
କାଳୀ କପାଳୀ ନରମୁଣ୍ଡମାଳୀପ୍ରଫୁଲ୍ଲ କରପ୍ରଫୁଲ୍ଲ କର

[୬][୭]

ଆଧାର

ବାହାର ଆଧାର