ଲାଳଚେନ ନଦୀ

ଭାରତରେ ସ୍ଥିତ ଏକ ନଦୀ

ଲାଳଚେନ ନଦୀ ଭାରତୀୟ ରାଜ୍ୟ ସିକ୍କିମରେ ପ୍ରବାହିତ ତିସ୍ତା ନଦୀର ଏକ ଉପନଦୀ । ଳାଚେଙ୍ଗନଦୀ ସହ ଏହା ତିସ୍ତା ନଦୀର ଏକ ମୁଖ୍ୟ ଉପନଦୀ । ଏହା ଡୋଙ୍ଗା ରେଞ୍ଜର ଅପର ପାର୍ଶ୍ୱରେ ଭୁଟାନ[୧] ନିକଟରେ ବାହାରି ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ ଅଞ୍ଚଳକୁ ପ୍ରବାହିତ ହୁଏ । [୨]

ଲାଚେନ ନଦୀ
ଦେଶIndia
SourceHimalayas
MouthTeesta River
ଲାଳଚେନ ଓ ଲାଚୁଙ୍ଗ ନଦୀର ସଙ୍ଗମ ସ୍ଥଳୀ , 1885ର ଚିତ୍ର 

References