ଲାବଣ୍ୟ ପ୍ରୀତି
୧୯୯୩ର ଓଡ଼ିଆ କଥାଚିତ୍ର
ଅପୂର୍ବ କିଶୋର ବୀରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଲାବଣ୍ୟ ପ୍ରୀତି ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା ।[୨] ବହୁ ଜାତୀୟ ଓ ଆନର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇ ସମ୍ମାନୀତ ହୋଇଥିଲା ।[୩] ଚଳଚ୍ଚିତ୍ରଟି ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ "ପ୍ରଥମ ପ୍ରଣୟ" ଉପରେ ପର୍ଯ୍ୟବସିତ ।
ଲାବଣ୍ୟ ପ୍ରୀତି | |
---|---|
ନିର୍ଦ୍ଦେଶକ | ଅପୂର୍ବ କିଶୋର ବୀର[୧] |
ଚିତ୍ରନାଟ୍ୟ | ଅପୂର୍ବ କିଶୋର ବୀର |
କାହାଣୀ | ମହାପାତ୍ର ନୀଳମଣି ସାହୁ |
କଳାକାର | ତାରାଶଙ୍କର ମିଶ୍ର, ସୌମ୍ୟଶ୍ରୀ ମିଶ୍ର, ଅଦିତି ବୀର |
ସଙ୍ଗୀତ | ଭାବଦୀପ ଜୟପୁରବାଲା |
ଚିତ୍ରଗ୍ରହଣ | ଅପୂର୍ବ କିଶୋର ବୀର |
ସମ୍ପାଦକ | ଦିଲ୍ଲିପ ପଣ୍ଡା |
ମୁକ୍ତିଲାଭ ତାରିଖ | ୧୯୯୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ଓଡ଼ିଆ ଚଳଚ୍ଚିତ୍ର ‘ଲାବଣ୍ୟ ପ୍ରୀତି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ତାରାଶଙ୍କର ମିଶ୍ର
- ସୌମ୍ୟଶ୍ରୀ ମିଶ୍ର
- ଅଦିତି ବୀର
- ବିଭୁତି ଭୁଷଣ ମିଶ୍ର
- ଲଲାଟେନ୍ଦୁ ରଥ
ପୁରସ୍କାର
- ଶ୍ରେଷ୍ଠ ଚଳଚ୍ଚିତ୍ର - ୧୯୯୩ (୮ମ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ)
- ଶ୍ରେଷ୍ଠ ବାଳ ଅଭିନେତା - ୧୯୯୩ (୮ମ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ)
- ଶ୍ରେଷ୍ଠ ବାଳ ଚଳଚ୍ଚିତ୍ର - ୧୯୯୪ (୪୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର)
- ଶ୍ରେଷ୍ଠ ବାଳ ଅଭିନେତା - ୧୯୯୪ (୪୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର)[୪]
- ଶ୍ରେଷ୍ଠ ଏସୀୟ ଚଳଚ୍ଚିତ୍ର - ଓସାକା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର[୫]
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଲାବଣ୍ୟ ପ୍ରୀତି
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ