ରଘୁନାଥପାଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ରଘୁନାଥପାଲୀ (କ୍ରମିକ ସଂଖ୍ୟା: ୧୧) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଉରକେଲା ଟାଉନସିପ ଓ ଲାଠିକଟା ବ୍ଳକର କିଛି ଅଞ୍ଚଳ ।[୨][୩]

ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୧,୬୪,୧୪୬
ଜିଲ୍ଲା:ସୁନ୍ଦରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ:ସୁନ୍ଦରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବ୍ରତ ତରାଇ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜଗବନ୍ଧୁ ବେହେରାଙ୍କଠାରୁ ୧୬୦୪୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବ୍ରତ ତରାଇ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ସୁନ୍ୟାନିଙ୍କଠାରୁ ୧୮,୧୭୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ରଘୁନାଥପାଲୀ [୬]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦସୁବ୍ରତ ତରାଇ୩୫,୦୨୩୪୫.୧୯-
କଂଗ୍ରେସପ୍ରଫୁଲ୍ଲ କୁମାର ସୁନ୍ୟାନି୧୬,୮୫୨୨୧.୭୪-
ଭାଜପାସନ୍ତୋଷ କୁମାର ବେହେରା୧୧,୩୯୮୧୪.୭୧-
ଝାମୁମୋଶ୍ୟାମ ସୁନ୍ଦର ବଡ଼ୈକ୪,୭୪୪୬.୧୨-
ବସପାଶୁକୃ ବିଭାର୩,୦୭୪୩.୯୭-
ସ୍ୱାଧୀନଗୋପାଳ ଦାସ୧,୮୪୧୨.୩୮-
ସ୍ୱାଧୀନଆନନ୍ଦ ସାଗର ତନ୍ତୀ୧,୭୫୭୨.୨୭-
ସ୍ୱାଧୀନସତ୍ୟ ନାରାୟଣ ସେଠୀ୬୦୪୦.୭୮-
କୋଶଳ କ୍ରାନ୍ତି ଦଳମନସୁଖ ସାମସି୫୭୯୦.୭୫-
ସ୍ୱଧୀନବରୁଣ କୁମାର ସେଠୀ୫୪୯୦.୭୧-
ଝାଡ଼ଖଣ୍ଡ ଦିସମ ପାର୍ଟିଦୁର୍ଯ୍ୟୋଧନ କାଲେଟ୪୨୬୦.୫୫-
ସ୍ୱାଧୀନକୃଷ୍ଣଚନ୍ଦ୍ର ସ୍ୱାଇଁ୩୩୮୦.୪୪-
ସ୍ୱାଧୀନବୈରାଗି ତନ୍ତୀ୩୧୬୦.୪୧-
ଭୋଟ ବ୍ୟବଧାନ୧୮,୧୭୧୨୩.୪୫*-
ମତଦାନ ହାର୭୭,୫୩୬୫୧.୪୨-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୭୪ରୁ ୨୦୦୯ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର