ମୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୮,୦୧୧ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ମୋରଡ଼ା (କ୍ରମିକ ସଂଖ୍ୟା: ୩୪) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମୋରଡ଼ା ବ୍ଳକ, ଶୁଳିଆପଦା ବ୍ଳକ ଓ ରାସଗୋବିନ୍ଦପୁର ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଜକିଶୋର ଦାସଙ୍କଠାରୁ ୬୯୫୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ବିମଳ ଲୋଚନ ଦାଶଙ୍କଠାରୁ ୬,୨୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ବିଧାନ ସଭା ନିର୍ବାଚନ, ମୋରଡ଼ା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ | ୩୭,୬୦୯ | ୨୮.୮୭ | - | |
ଝାମୁମୋ | ବିମଳ ଲୋଚନ ଦାଶ | ୩୧,୪୦୮ | ୨୪.୧୧ | - | |
ଭାଜପା | ରାଜକିଶୋର ଦାସ | ୨୬,୯୫୫ | ୨୦.୬୯ | - | |
କଂଗ୍ରେସ | ଜ୍ଞାନେନ୍ଦ୍ର ନାଥ ଦାସ | ୨୦,୫୮୭ | ୧୫.୮୦ | - | |
ସ୍ୱାଧୀନ | ହରିହର ମହନ୍ତ | ୨,୩୬୪ | ୧.୮୧ | - | |
ସମୃଦ୍ଧ ଓଡ଼ିଶା | ବିଜୟ କୁମାର ମହାନ୍ତି | ୧,୩୪୦ | ୧.୦୩ | - | |
ସ୍ୱାଧୀନ | ରାମଚନ୍ଦ୍ର ଦାସ | ୧,୨୪୫ | ୦.୯୬ | - | |
ସ୍ୱାଧୀନ | ସ୍ନେହଲତା ଟୁଙ୍ଗ | ୧,୦୦୬ | ୦.୭୭ | - | |
ଏଜେଏସୟୁ ପାର୍ଟି | ଯୁଧିଷ୍ଠିର ମହନ୍ତ | ୯୮୩ | ୦.୭୫ | - | |
ସ୍ୱାଧୀନ | ଶକୁନ୍ତଳା ନାୟକ | ୯୪୦ | ୦.୭୨ | - | |
ସ୍ୱାଧୀନ | ଜୈମୁନି କୁମାର ମହନ୍ତ | ୮୪୬ | ୦.୬୫ | - | |
ସ୍ୱାଧୀନ | ରବିନାରାୟଣ ନାୟକ | ୭୯୮ | ୦.୬୧ | - | |
ସପା | ହରିଶ ଦତ୍ତ | ୭୯୫ | ୦.୬୧ | - | |
ସ୍ୱାଧୀନ | ଚୈତନ ବେଶ୍ରା | ୭୮୨ | ୦.୬୦ | - | |
ବସପା | ସତ୍ୟବାନ ଦଳନାୟକ | ୭୬୦ | ୦.୫୮ | - | |
ଜନ ହିତକାରୀ ପାର୍ଟି | ରାମ ଚନ୍ଦ୍ର ସାହୁ | ୫୭୭ | ୦.୪୪ | - | |
ସ୍ୱାଧୀନ | ନୀରଜ କୁମାର ମହାନ୍ତି | ୪୮୬ | ୦.୩୭ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ସଦାନନ୍ଦ ଦେ | ୪୨୮ | ୦.୩୩ | - | |
କଳିଙ୍ଗ ସେନା | ଦୀପକ କୁମାର ଦାଶ | ୩୭୫ | ୦.୨୯ | - | |
ଭୋଟ ବ୍ୟବଧାନ | ୬,୨୦୧ | ୪.୭୬* | - | ||
ମତଦାନ ହାର | ୧,୩୦,୩୦୬ | ୭୬.୦୦ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୨୦୦୯ରେ ପୁନଃଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୪]