ମାୟା

୨୦୧୫ର ଓଡ଼ିଆ କଥାଚିତ୍ର

ମାୟା, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ କମଳାକାନ୍ତ ଦାସ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶ୍ୱିନୀ ଗଡ଼ନାୟକ । ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ କମଳାକାନ୍ତ ଦାସ ଏବଂ ସଂଳାପ ଲେଖିଥିଲେ ବାପୁ ଗୋସ୍ୱାମୀ । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ । ବାପୁ ଗୋସ୍ୱାମୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ନିକିତା ଦାସ, ବିଭୁ କିଶୋର, ପମି, ନଭ୍ୟା, କୁଳଦୀପ, ବିନୟ ମହାନ୍ତି, ରୁଦ୍ର ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୧]

ମାୟା
ନିର୍ଦ୍ଦେଶକଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକକମଳାକାନ୍ତ ଦାସ
ସଂଳାପବାପୁ ଗୋସ୍ୱାମୀ
କାହାଣୀକମଳାକାନ୍ତ ଦାସ
କଳାକାରସୁନୀଲ କୁମାର, ଅନୁ ଚୌଧୁରୀ, ଲିପ୍ସା ମିଶ୍ର, ଶ୍ରୀତମ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତବିଭୂତି ଭୁଷଣ ଗଡ଼ନାୟକ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୭ ଅଗଷ୍ଟ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ସୁନୀଲ କୁମାର ଏବଂ ନାୟିକା ଅନୁ ଚୌଧୁରୀଲିପ୍ସା ମିଶ୍ର । ଶ୍ରୀତମ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ମିହିର ଦାସ, ଅପରାଜିତା ମହାନ୍ତି, ଚନ୍ଦ୍ରଶେଖର ଜେନା, ବିଜୁ ବଡ଼ଜେନା, ଜୀବନ ପଣ୍ଡା, ସଲିଲ ମିତ୍ର, ପୃଥିରାଜ, ଦୁର୍ଗା ପ୍ରସାଦ ପାତ୍ର, ଗୁଡୁ, ଗ୍ୟାନ ସୁକାନ୍ତ, ବୁଲୁ, ସୁମନ, କ୍ରୀଷ୍ଣା ମିଶ୍ର, ଅକ୍ଷୟ ବସ୍ତିଆ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ । ବାପୁ ଗୋସ୍ୱାମୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ନିକିତା ଦାସ, ବିଭୁ କିଶୋର, ପମି, ନଭ୍ୟା, କୁଳଦୀପ, ବିନୟ ମହାନ୍ତି, ରୁଦ୍ର ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୧]

ଗୀତ

କ୍ରମଗୀତସମୟ
1."ତୋ ପ୍ରେମ ଆଗରେ" 
2."ଦାରୁରେ ଭିଜିଲାଣି" 
3."ତୁ ଗୀତା ତୁ କୋରାନ" 
4."ମାୟା" 

ଆଧାର

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ ମାୟା