ମାଳିନୀ ନଦୀ

ପୂର୍ବେ ଜଗନ୍ନାଥ ମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ମଧ୍ୟରେ ମାଳିନୀ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀ ଶଙ୍ଖୁଆ ନଦୀର ଏକ ଶାଖା ନଦୀ ଥିଲା । ଏହି ନଦୀ ବଡ଼ଶଙ୍ଖ ପଥରେ ଯାଇ ଚକ୍ରତୀର୍ଥଠାରେ ସାଗର ଗର୍ଭରେ ମିଶିଥିଲା ବର୍ତ୍ତମାନ ଉକ୍ତ ସ୍ଥାନକୁ ବାଙ୍କି ମୁହାଣ କୁହାଯାଉଛି ।[୧]

ଇତିହାସ

ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ କ୍ରମେ ଏହି ନଦୀର ବାଙ୍କି ମୁହାଣରୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ପ୍ରଥମ ଦାରୁ ମିଳିଥିଲା ।

ଆଧାର