ମନ ମୋର ପ୍ରଜାପତି

୨୦୧୧ର ଓଡ଼ିଆ କଥାଚିତ୍ର

ଅନାମ ଚରଣ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ମନ ମୋର ପ୍ରଜାପତି [୧] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।

ମନ ମୋର ପ୍ରଜାପତି
ନିର୍ଦ୍ଦେଶକଅନାମ ଚରଣ ସାହୁ
ପ୍ରଯୋଜକଭବାନି ରଥ, ଅନାମ ଚରଣ ସାହୁ
ସଂଳାପ(ସଂଳାପ) : ରଜନୀ ରଞ୍ଜନ
ଚିତ୍ରନାଟ୍ୟରଜନୀ ରଞ୍ଜନ
କାହାଣୀଭବାନି ରଥ
କଳାକାରଦୀପକ, କୋଏଲ ବାନାର୍ଜୀ, ମିହିର ଦାସ, ପୁଷ୍ପା ପଣ୍ଡା
ସଙ୍ଗୀତପ୍ରଶାନ୍ତ ପାଡ଼ୀ
ଚିତ୍ରଗ୍ରହଣରଞ୍ଜନ ମିଶ୍ର
ମୁକ୍ତିଲାଭ ତାରିଖ
୨୫ଫେବୃଆରୀ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ

ଦ୍ରଷ୍ଟବ୍ୟ