ମତେ ବୋହୂ କରି ନେଇ ଯା

୨୦୧୧ର ଓଡ଼ିଆ କଥାଚିତ୍ର

ବିକାଶ ଦାଶଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମତେ ବୋହୂ କରି ନେଇ ଯା [୧] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ[୩]

ମତେ ବୋହୂ କରି ନେଇ ଯା’
ନିର୍ଦ୍ଦେଶକବିକାଶ ଦାଶ
ପ୍ରଯୋଜକଜ୍ଞାନ ରଞ୍ଜନ ପ୍ରୀୟଦର୍ଶନ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟବିକାଶ ଦାଶ
କାହାଣୀଜ୍ୟୋତ୍ସ୍ନା ମିଶ୍ର
କଳାକାରସିଦ୍ଧାନ୍ତ ମହାପାତ୍ର, ଦିପେନ, ମିହିର ଦାସ,ରାଜା ମୁରାଦ
ସଙ୍ଗୀତବିକାଶ ଶୁକ୍ଳା
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକଚନ୍ଦ୍ର ଶେଖର ମିଶ୍ର
Production
company
ଦର୍ଶନ ମ୍ୟୁଜିକ୍ ଏଣ୍ଡ ଫିଲ୍ମ୍ସ୍
ମୁକ୍ତିଲାଭ ତାରିଖ
୦୩ ଅପ୍ରେଲ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ବ୍ୟାଙ୍କକରେ ରହୁଥିବା ଦୁଇ ପ୍ରବାସି ଓଡ଼ିଆ ପରିବାର ନିଜର ପରମ୍ପରା ଏବଂ ସଂସ୍କୃତିକୁ କେମିତି ବଞ୍ଚେଇ ରଖିଛନ୍ତି, ତାରି ଉପରେ କାହାଣିଟି ପରିବେଷିତ ।

ଅଭିନୟ

ଗୀତ ଓ ସଙ୍ଗୀତ

ଗୀତ

  1. ଅଗଣା ତୋର ଡାକୁଚି ମତେ
  2. ଆମେ କଣ ତମ ପାଇଁ ଫିଟ ନୁହଁ କି
  3. ଏତେ ଭଲ ପାଅନାହିଁ
  4. ଗୋଟିଏ ଚିଠି ଦୁଇ ଠିକଣା
  5. ଥିରି ଥିରି ଚୋରି ଚୋରି
  6. ହସିବାର ମିଛ ଅଭିନୟ

ଆଧାର