ମତେ ଆଣିଦେଲ ଲକ୍ଷେ ଫଗୁଣ

୨୦୦୮ର ଓଡ଼ିଆ କଥାଚିତ୍ର

ମତେ ଆଣିଦେଲ ଲକ୍ଷେ ଫଗୁଣ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶାରଦା ପ୍ରସନ୍ନ ପଣ୍ଡା, ରଞ୍ଜନ କୁମାର ପଲାଇ ଏବଂ ପ୍ରଶାନ୍ତ କୁମାର ମାର୍ଥା । ଶାରଦା ପ୍ରସନ୍ନ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମତେ ଆଣିଦେଲ ଲକ୍ଷେ ଫଗୁଣ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଶାରଦା ପ୍ରସନ୍ନ ପଣ୍ଡା, ରଞ୍ଜନ କୁମାର ପଲାଇ, ପ୍ରଶାନ୍ତ କୁମାର ମାର୍ଥ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀଶାରଦା ପ୍ରସନ୍ନ ପଣ୍ଡା
କଳାକାରସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ସିଦ୍ଧାନ୍ତ ମହାପାତ୍ର, ଅନିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ତୃପ୍ତି ସିହ୍ନା
ସଙ୍ଗୀତଶାନ୍ତିରାଜ ଖୋସ୍‌ଲା
ଚିତ୍ରଗ୍ରହଣରଞ୍ଜନ ମିଶ୍ର, ସତ୍ୟ ପଟ୍ଟନାୟକ
ସମ୍ପାଦକସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ
୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ।[୩] ସିଦ୍ଧାନ୍ତ ମହାପାତ୍ର, ଅନିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ବିରେନ ମିଶ୍ର, ତୃପ୍ତି ସିହ୍ନା, ଦୀପ୍‌ଶିଖା, ସରୋଜ ଦାସ, ମିହିର ଦାସ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍‌ଲା । ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ସସ୍ମିତା ମିଶ୍ର, ତପୁ ମିଶ୍ର, ଶକ୍ତି ମିଶ୍ର, ସ‌ହଦେବ ନାୟକ, ପମି, ଶୈଳଭାମା ମହାପାତ୍ର, ସୁବାଶିଷ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ତୋ ପାଇଁ ନିଆଁରେ" 
2."ଏମିତି ଏ ଜୀବନ ହାଏ" 
3."ହରେ ରାମ ହରେ କ୍ରିଷ୍ଣା" 
4."ହୈୟା ହୈୟାର ହୈୟା" 
5."ସରଗ ପରୀଟେ ସୁନାର ଶାରୀଟେ" 
6."ଆମେ ଟୋକ ଷଣ୍ଢ ମାର୍କା" 
7."ମତେ ଆଣିଦେଲ ଲକ୍ଷେ ଫଗୁଣ" 

ଆଧାର

ବାହାର ଆଧାର