ଭୀଷ୍ମ ପ୍ରତିଜ୍ଞା

୧୯୯୨ର ଓଡ଼ିଆ କଥାଚିତ୍ର

ରବି କିନାଗୀଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଭୀଷ୍ମ ପ୍ରତିଜ୍ଞା [୨] ୧୯୯୨ ମସିହାରେ ମୁକ୍ତିଲାଭ କରିଥିଲା ।

ଭୀଷ୍ମ ପ୍ରତିଜ୍ଞା
ନିର୍ଦ୍ଦେଶକରବି କିନାଗୀ
ପ୍ରଯୋଜକକେଶବ ରାଉତ
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ରେଶ୍‌ମା
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୭୮,୯୫,୦୦୦

ଅଭିନୟରେ

ଓଡ଼ିଆଚଳଚ୍ଚିତ୍ର ‘ଭୀଷ୍ମ ପ୍ରତିଜ୍ଞା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:


ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୧]

ଦ୍ରଷ୍ଟବ୍ୟ