ଭିନ୍ନ ସମୟ

୧୯୯୨ର ଓଡ଼ିଆ କଥାଚିତ୍ର


ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଭିନ୍ନ ସମୟ [୧] ୧୯୯୨ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଜାତୀୟ ପୁରସ୍କାର ପାଇଥିଲା ।[୨]

ଭିନ୍ନ ସମୟ
ନିର୍ଦ୍ଦେଶକମନମୋହନ ମହାପାତ୍ର
ପ୍ରଯୋଜକଶଙ୍କର ଗୋପେ
କଳାକାରସରୋଜ ପଟ୍ଟନାୟକ, ସଚ୍ଚିଦାନନ୍ଦ ରଥ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣଜାହାଙ୍ଗୀର ଚଉଧୁରୀ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ଭିନ୍ନ ସମୟ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର