ଭାସ୍କୋ ଡା ଗାମା

ଜଣେ ପର୍ତ୍ତୁଗଲ ଅନ୍ୱେଷଣକାରୀ

ଭାସ୍କୋ ଡା ଗାମା ଜଣେ ପର୍ତ୍ତୁଗୀଜ ନାବିକ । ଏହି ନାବିକ ଭାରତକୁ ୧୪୯୮ ଖ୍ରୀଷ୍ଟାଦ୍ଦରେ ଜଳପଥ ଆବିଷ୍କାର କରିଥିଲେ ।[୧] ସେ ପର୍ତ୍ତୁଗାଲରୁ ନିଜ ଯାତ୍ରା ଆରମ୍ଭ କରି ଆଟଲାଣ୍ଟିକ ମହାସାଗରରେ ତରୀ ଚଳାଇ ଆଫ୍ରିକା ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ଉତ୍ତମାଶା ଅନ୍ତରିପଠାରେ ପହଞ୍ଚିଥିଲେ ।ସେଠାରୁ ଉତ୍ତର ଦିଗରେ ଗତି କରି ଜଣେ ଆରବ ନାବିକଙ୍କ ସହାୟତାରେ ଭାରତ ମହାସାରରରେ ଯାତ୍ରା କଲେ ଏବଂ ୧୪୯୮ ମେ ୨୦ ତାରିଖରେ ଭାରତର ମାଳବର୍ ଉପକୁଳସ୍ଥ କାଲିକଟ ବନ୍ଦରଠାରେ ପହଞ୍ଚିଲେ । ଏହା ଇଉରୋପରୁ ଭାରତକୁ ସିଧାସଳଖ ଜଳପଥ ଆବିଷ୍କାର କଲା ଏବଂ ପର୍ତ୍ତୁଗୀଜ୍ ଓ ଅନ୍ୟାନ୍ୟ ୟୁରୋପୀୟ ମାନଂକ ପାଇଁ ଭାରତରେ ଉପନିବେଶ ସ୍ଥାପନ କରିବା ନିମନ୍ତେ ସୁଯୋଗ ସୃଷ୍ଟି କଲା।

ଭାସ୍କୋ ଡା ଗାମା
Vasco da Gama
ଜନ୍ମ୧୪୬୦ ଅଥବା ୧୪୬୯
Sines or Vidigueira, Alentejo, Kingdom ofପର୍ତ୍ତୁଗାଲ
ମୃତ୍ୟୁ୨୩ ଜିସେମ୍ବର ୧୫୨୪ (ବୟସ ୫୪-୬୪)
କୋଚି, ଏବିସି
ବୃତ୍ତିସମୂହExplorer, Governor of Portuguese India
ଦସ୍ତଖତ

ଆଧାର

ବାହାର ଆଧାର