ଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ଭଟଲୀ (କ୍ରମିକ ସଂଖ୍ୟା: ୫) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଟଲୀ ବ୍ଳକ, ସୋହେଲା ବ୍ଳକ ଓ ଅମ୍ବାଭୋନା ବ୍ଳକ ।
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ସୁଶାନ୍ତ ସିଂହଙ୍କ ଠାରୁ ୨୭,୮୯୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଭଟଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ: ଇରାଶିଷ ଆଚାର୍ଯ୍ୟ (ଭାଜପା) (୨୦୨୪)
ଆରକ୍ଷଣ:ସାଧାରଣ
ମତଦାତା ସଂଖ୍ୟା (୨୦୨୪):୨,୩୦,୭୧୩
ଜିଲ୍ଲା:ବରଗଡ଼ ଜିଲ୍ଲା
ଲୋକସଭା ଆସନ:ବରଗଡ଼
ପଞ୍ଚାୟତ ସମିତି:

[୧][୨] [୩][୪]

ନିର୍ବାଚିତ ବିଧାୟକଗଣ

୧୯୫୭ରୁ ୨୦୨୪ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫]

ଆଧାର