ବୈକଳ୍ପିକ ଚିକିତ୍ସା ପଦ୍ଧତି


ବୈକଳ୍ପିକ ଚିକିତ୍ସା (ଇଂରାଜୀ ଭାଷାରେ Alternative medicine) ନାମ ପାଶ୍ଚାତ୍ୟ ଜଗତରେ ସେହି ସବୁ ଚିକିତ୍ସା ପଦ୍ଧତି ଗୁଡ଼ିକୁ କୁହା‌ଯାଏ ଯାହା ପରମ୍ପରାଗତ ଚିକିତ୍ସା ପଦ୍ଧତି ଭିତରେ ରଖିବା ସମ୍ଭବ ନୁହେଁ,[୧] ବା “ଏମିତି ପଦ୍ଧତି ଯାହାକୁ ଏକ ସମାନ ରୂପରେ କେବେ ପ୍ରଭାବୀ ମାନନ୍ତି ନାହିଁ ।”[୨] ଏହାକୁ ପ୍ରାୟତଃ ସାକ୍ଷ୍ୟ ଆଧାରିତ ଚିକିତ୍ସା ପଦ୍ଧତି ରୂପରେ ଦେଖାଯାଏ ଏବଂ ଏଥିରେ ବୈଜ୍ଞାନିକ ଆଧାର ସ୍ଥାନରେ ଐତିହାସିକ ବା ସାଂସ୍କୃତିକ ଉପଚାର ପଦ୍ଧତିଗୁଡ଼ିକ ସାମିଲ ହୋଇଥାଏ । ଆମେରିକାର ନେସନାଲ ସେଣ୍ଟର ଫର କମ୍ପ୍ଲିମେଣ୍ଟାରୀ ଆଣ୍ଡ ଅଲ୍ଟରନେଟିଭ ମେଡିସିନରେ (National Center for Complementary and Alternative Medicine) (ଏନସୀସୀଏଏମ) (NCCAM) ଏମିତି ଉଦାହରଣର ଉଲ୍ଲେଖ ରହିଛି, ଯେଉଁଥିରେ ଅନ୍ୟ ପଦ୍ଧତି ଗୁଡ଼ିକର ଅତିରିକ୍ତ ପ୍ରାକୃତିକ ଚିକିତ୍ସା, ପାଦ-ଚିକିତ୍ସା (chiropractic), ଜଡ଼ି ବୁଟି ଚିକିତ୍ସା, ପାରମ୍ପରିକ ଚୀନା ଚିକିତ୍ସା ପଦ୍ଧତି, ଆୟୁର୍ବେଦ, ଧ୍ୟାନ, ଯୋଗ, ଜୈବ ପ୍ରତିପୁଷ୍ଟି, ସମ୍ମୋହନ, ହୋମିଓପାଥି, ଏକ୍ୟୁପଂକ୍ଚର ଏବଂ ପୋଷଣ-ଆଧାରିତ ଉପଚାର-ପଦ୍ଧତି ଗୁଡ଼ିକ ସାମିଲ ଅଟନ୍ତି ।[୩] ଏହାକୁ ପ୍ରାୟତଃ ପୂରକ ଚିକିତ୍ସା ପଦ୍ଧତିହିସାବରେ ମାନ୍ୟତା ମିଳିଛି, ଯାହାର ସାମାନ୍ୟ ଅର୍ଥ ହେଉଛି, ମୁଖ୍ୟ ଧାରାରେ ଥିବା ଟେକନିକ ବା କୌଶଳର ସଂଯୋଗରେ ପ୍ରୟୋଗ କରା ଯାଉଥିବା ସମାନ ହସ୍ତକ୍ଷେପ,[୪][୫][୬] ଯେଉଁ ଗୁଡ଼ିକୁ ପୂରକ ତଥା ବୈକଳ୍ପିକ ଚିକିତ୍ସା ପଦ୍ଧତି ବା କେମ (CAM) ହିସାବରେ ପରିଗଣିତ କରାଯାଏ। ବୈକଳ୍ପିକ ଚିକିତ୍ସା ପଦ୍ଧତିର କିଛି ଅନୁସଂଧାନକର୍ତା ଏହି ସମୂହୀକରଣର ବିରୋଧ କରିଥାନ୍ତି ଏବଂ ଏଇ ବିଧିଗୁଡ଼ିକର ଭିତରେ ଫରକ ରଖିବା ପସଂଦ କରିଥାନ୍ତି, ତଥାପି ସେମାନେ କେମ (CAM) ଶବ୍ଦର ପ୍ରୟୋଗ କରିଥାନ୍ତି, ଯାହା ମାନକ ହୋଇ ସାରିଛି। [୭][୮]

କିଛି ବୈକଳ୍ପିକ ଚିକିତ୍ସା ପଦ୍ଧତି

୧. ସଂପୂର୍ଣ ସ୍ୱାସ୍ଥ୍ୟ

୨. ମନ / ଶାରୀରିକ

୩. ଭିଜୁଆଲାଇଜେସନ

୪. ଧ୍ୟାନ

୫. ଆଧ୍ୟାତ୍ମିକ ଇଲାଜ

୬. ବାୟୋଫିଡବେକ

୭. ସମ୍ମୋହନ

୮. ମାନସିକ ଇଲାଜ

୯. ଗୁପ୍ତ ଇଲାଜ

୧0.ବିଦ୍ୟୁତ ଚୁମ୍ବକୀୟ ଚିକିତ୍ସା (ଚୁଂବକ ଚିକିତ୍ସା)

୧୧. ରେଡିସ୍ଥେସିୟା

୧୨. ରେଡିୟୋନିକ୍ସ

୧୩. ସିୟୋନିକ ଚିକିତ୍ସା

୧୪. କ୍ରିଷ୍ଟାଲ / ରତ୍ନ ଚିକିତ୍ସା

୧୫. ପିରାମିଡ ଇଲାଜ

୧୬. ମୂତ୍ର ଚିକିତ୍ସା

୧୭. ହର୍ବୋଲୋଜୀ / ଔଷଧୀୟ ପାଦପ

୧୮. ଇଭନିଂଗ ପ୍ରିମରୋଜ ତୈଲ

୧୯. ପ୍ରାକୃତିକ ଚିକିତ୍ସା

୨୦. ଓକ୍ସୀଜନ ଥେରାପି

୨୧. ହୋମିଓପାଥି

୨୨.ପୁଷ୍ପୌଷଧି, ବୈଚ ଫ୍ଲାୱାରଉପଚାର

୨୩. ଏରୋମାଥେରାପି

୨୪. ଲୋକ ଚିକିତ୍ସା

୨୫. ଆୟୁର୍ବେଦିକ ଚିକିତ୍ସା

୨୬. ମୂଳ ଆମେରିକୀ ଚିକିତ୍ସା

୨୭. ଏସୀୟ ଚିକିତ୍ସା

୨୮. ତିବ୍ୱତୀ ଚିକିତ୍ସା

୨୯. ଦକ୍ଷିଣପୂର୍ବ ଏସୀୟ ଚିକିତ୍ସା

୩୦. ଚୀନା ଚିକିତ୍ସା

୩୧. ଏକ୍ୟୂପଂକ୍ଚର

୩୨. ଓସ୍ଟିୟୋପେଥୀ

୩୩. କୀରୋପ୍ରୈକ୍ଟିକ

ଶାରୀରିକ କାର୍ଯ୍ୟ ଚିକିତ୍ସା

୧. ଅଂଗମର୍ଦନ (ଖେଳାଳୀମାନଙ୍କର ଅଂଗମର୍ଦନ)

୨. ଏକ୍ୟୁପ୍ରେଶର୍

୩. ଶିୟାତ୍ସୁ

୪. ଜିନ ଶିନ ଡୁ

୫. ରିଫ୍ଲେକ୍ସୋଲୋଜୀ

୬. ସ୍ପର୍ଶ

୭. ଚିକିତ୍ସୀୟ ସ୍ପର୍ଶ

୮. ରିଶିୟାନ ଥେରାପି

୯. ରେଡିକ୍ସ

୧୦. ବୋୟୋଏନର୍ଜେଟିକ୍ସ

୧୧. ଫେଲ୍ଡେକ୍ରାଇସ

୧୨. ପୋସ୍ଚୁରଲ ଇନ୍ଟିଗ୍ରେଶନ

୧୩. ଅଲେକ୍ଜେଂଡର ଟେକନିକ

୧୪. ଏସ୍ଟୋନ ପୈଟର୍ନିଂଗ

୧୫. ହେଲର ବର୍କ

୧୬. ଟ୍ରୈଗର

୧୭. ରୋଜେନ ବିଧି

୧୮ ପ୍ରାୟୋଗିକ ୟନିସିୟୋଲୋଜୀ

୧୯. ସ୍ୱାସ୍ଥ୍ୟଲାଭ ପାଇଁ ସ୍ପର୍ଶ

୨୦. ପୋଲାରିଟୀ ଥେରାପି

୨୧. ଲୋମୀ

୨୨. ରେକୀ

୨୩. ଶେନ ଥେରାପି

୨୪. ଏରିକା

୨୫. ବ୍ରୀମା

୨୬. ସେନ୍ସରୀ ଏୱାରିନେସ

୨୭. ହାଇଡ୍ରୋଥେରାପି ସ୍ନାନ

୨୮. ସୁଆନା

୨୯. ଆଇରିଡୋଲୋଜୀ

୩୦. ଯୋଗ

୩୧. ମାର୍ଶଲ ଆର୍ଟ୍ସ

୩୨. ଆଇକିଡୋ

୩୩. ତାଈ ଚୀ ଚୁ'ଆନ

୩୪. ନୃତ୍ୟ ଥେରାପି

୩୫. ହସ ଥେରାପି / ହାସ୍ୟ

୩୬. ସଂଗୀତ / ଧ୍ୱନି ଥେରାପି

୩୭.ରବ୍ୟ ଥେରାପି

୩୮. ବିବିଲିୟୋ ଥେରାପି

୩୯. କଳା ଥେରାପି

୪୦. ବର୍ଣ ଥେରାପି

୪୧. ପାଳିତ ପଶୁ ଚିକିତ୍ସା

ଆଧାର