ବାଲୁଗାଁ
ବାଲୁଗାଁ ଓଡ଼ିଶାର ଖୋର୍ଦ୍ଧାରେ ଥିବା ଏକ ସହର । ଏହା ବିଶେଷ ରୂପେ ଚିଲିକା ପରିଭ୍ରମଣ ପାଇଁ ଖ୍ୟାତିସମ୍ପର୍ଣ୍ଣ ।
ବାଲୁଗାଁ | |
---|---|
ସହର | |
![]() ବାଲୁଗାଁର ରେଳଷ୍ଟେସନ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲା | ଖୋର୍ଦ୍ଧା |
Time zone | IST (+୫.୩୦) |
ଯାନବାହାନ ପଞ୍ଚୀକରଣ | OD/02 |
![](http://upload.wikimedia.org/wikipedia/commons/thumb/7/73/Balugan_Khoradha_Odisha.jpg/220px-Balugan_Khoradha_Odisha.jpg)
ଭୂଗୋଳ
ବାଲୁଗାଁ ଓଡ଼ିଶାର ମଧ୍ୟଭାଗରେ ତଥା ଚିଲିକା ହ୍ରଦର ଉତ୍ତର-ପୂର୍ବ ଉପକୁଳରେ ଥିବା ଏକ ସହର । ଏହା 19°44′45.3″N 85°12′28.59″E / 19.745917°N 85.2079417°Eରେ ଅବସ୍ଥିତ ।[୧] ଏହା ସମୁଦ୍ର ପତ୍ତନଠାରୁ ୭୬ ମି. ଉଚ୍ଚତ୍ତାରେ ଅବସ୍ଥିତ । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୯୯ କି.ମି. ଦୂରରେ ତଥା ଶାଳିଆ ଡ୍ୟାମ୍ଠାରୁ ୧୯ କି.ମି. ଦୂରରେ ଅବସ୍ଥିତ ।
ଲୋକଗଣନା
୨୦୧୧ ଜନଗଣନା ଅନୁସାରେ ବାଲୁଗାଁ ସ୍ୱୟଶାସିତ ଅଞ୍ଚଳର ଲୋକସଂଖ୍ୟା ୧୫୮୨୩ । [୨] ଘର ସଂଖ୍ୟା ୧,୦୩୧, ଲୋକସଂଖ୍ୟା ୬,୨୦୭, ପୁରୁଷ ୩,୯୩୯ ଓ ନାରୀ ୨,୨୬୮ ।[୩]
ଆଧାର
ବାହାର ଲିଙ୍କ
![](http://upload.wikimedia.org/wikipedia/commons/thumb/d/dd/Wikivoyage-Logo-v3-icon.svg/40px-Wikivoyage-Logo-v3-icon.svg.png)
Wikivoyage has a travel guide for Chilka Lake.
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ