ବଲାଙ୍ଗୀର ଜିଲ୍ଲା

ଓଡିଶାର ଜିଲ୍ଲା, ଭାରତ

ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହର ଆଉ ଥାନା ଗୁଡ଼ିକ ହେଲା ବଲାଙ୍ଗୀର,, ପାଟଣାଗଡ଼, ଟିଟିଲାଗଡ,କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ଆଗଲପୁର, ଦେଓଗାଁ, ମୁରିବାହାଲ , ଗୁଡଭେଳା, ଖୋପ୍ରାଖୋଲ, ବଙ୍ଗୋମୁଣ୍ଡା, ତୁରେକେଲା,ତୁଷୁରା,ସିନ୍ଧେକେଲା, ଲାଠୋର, ଲରମ୍ଭା,

ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗିର
ଭାଷାଓଡ଼ିଆ,କୋଶଳି,ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ଲୋଇସିଙ୍ଘା(୦୬୬)
    ୨. ପାଟଣାଗଡ଼(୦୬୭)
    ୩. ବଲାଙ୍ଗିର(୦୬୮)
    ୪. ଟିଟିଲାଗଡ଼(୦୬୯)
    ୫. କଣ୍ଟାବାଞ୍ଜି (୭୦)
Area
 • ଜିଲ୍ଲା6575 km2 (2,539 sq mi)
Population
 (୨୦୧୧)
 • ଜିଲ୍ଲା୧୬୪୮୫୭୪
 • Rankଓଡ଼ିଶାରେ ଦଶମ (୧୦/୩୦)
 • Density251/km2 (650/sq mi)
 • Urban
୧୯୭୧୬୧
 • Rural
୧୪୫୧୪୧୩
 • ୬ ବର୍ଷରୁ କମ ଶିଶୁ
୨୦୬୯୬୪
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬୬୫୨
ଯାନବାହାନ ପଞ୍ଚୀକରଣOD-03
ଜିଲ୍ଲାପାଳଡା. ଏମ. ମୁଥୁକୁମାର
WebsiteOfficial website

ମୁଖ୍ୟ ନଦୀ ଓ ଶାଖାନଦୀ

  • ମହାନଦୀ
  • ତେଲ
  • ଉନଦର, ଲାନ୍ଥ୍, ସୁନଗଡ଼ ଓ ସୁଖତେଲ (ତେଲ ନଦୀର ଶାଖାନଦୀ)
  • ଅଙ୍ଗ
  • ଜିରା
  • ସେଲଷିଙ୍ଗ

ଭୂଗୋଳ

ଜନସଂଖ୍ୟା

୨୦୧୧ ଜନଗଣନା[୧] ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି [୨]

  • ପୁରୁଷ: ୮,୩୧,୩୪୯
  • ମହିଳା: ୮,୧୭,୨୨୫
    • ଛ ବର୍ଷରୁ କମ: ୨,୦୬,୯୬୪
  • ସାକ୍ଷରତା ହାର ୬୫.୫୦%
    • ପୁରୁଷ: ୭୭.୦୮%
    • ମହିଳା: ୫୩.୭୭%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ: (୩): ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼
  • ପୌରାଞ୍ଚଳ: (୪)
    • ପୌର ପରିଷଦ: (୧): ବଲାଙ୍ଗୀର କଣ୍ଟାବାଞ୍ଜି ଟିଟିଲାଗଡ଼
    • ବିଜ୍ଞାପିତ ଅଞ୍ଚଳ ପରିଷଦ (୩): ପାଟଣାଗଡ଼ ଓ କଣ୍ଟାବାଞ୍ଝି ଓ ତୁଷୁରା ବେଳପଡ଼ା ସଇଁତଳା ଟିଟିଲାଗଡ[୩]
  • ପଞ୍ଚାୟତ ସମିତି (ବ୍ଲକ): (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁରେଇକେଲା,
  • ତହସିଲ (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁସରା

ରାଜନୀତି

ଲୋକ ସଭା

ଏହି ଜିଲ୍ଲାରୁ କଳିକେଶ ନାରାୟଣ ସିଂହ ଦେଓ ଲୋକ ସଭାକୁ ନିର୍ବାଚିତ ହୋଇଅଛନ୍ତି ।

ବିଧାନ ସଭା

ଏହି ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲା:

#ନିର୍ବାଚନ ମଣ୍ଡଳୀଆରକ୍ଷଣପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )୧୪ଶ ବିଧାନ ସଭା ସଦସ୍ୟରାଜନୈତିକ ଦଳ
୬୬ଲୋଇସିଂହାଅନୁସୂଚିତ ଜାତିଲୋଇସିଂହା, ଆଗଲପୁର, ପୁଇଁତଳାମୁକେଶ୍ ମହାଳିଂବିଜଦ
୬୭ପାଟଣାଗଡ଼ଅଣ ସଂରକ୍ଷିତପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ାକନକ ବର୍ଦ୍ଧନ ସିଂଦେଓଭାଜପା
୬୮ବଲାଙ୍ଗୀରଅଣ ସଂରକ୍ଷିତବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁଅନଙ୍ଗ ଉଦୟ ସିଂହ ଦେଓବିଜଦ
୬୯ଟିଟିଲାଗଡ଼ଅଣ ସଂରକ୍ଷିତଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା)ଟୁକୁନୀ ସାହୁବିଜେଡ଼ି
୭୦କଣ୍ଟାବାଞ୍ଝିଅଣ ସଂରକ୍ଷିତକଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲସନ୍ତୋଷ ସିଂହ ସାଲୁଜାକଂଗ୍ରେସ

ଆଧାର

ଅଧିକ ତଥ୍ୟ