ବନଜ ଦେବୀ
- ପୃଷ୍ଠା
- ଆଲୋଚନା
ବନଜ ଦେବୀ | |
---|---|
ଜନ୍ମ | (1941-08-10) ୧୦ ଅଗଷ୍ଟ ୧୯୪୧ (ବୟସ ୮୨) ବେରବୋଇ, ଖୋର୍ଦ୍ଧା |
ଜାତୀୟତା | ଭାରତୀୟ |
ପୁରସ୍କାର | ଶାରଳା ପୁରସ୍କାର |
ବନଜ ଦେବୀ (ଜନ୍ମ: ୧୦ ଅଗଷ୍ଟ ୧୯୪୧) ଜଣେ ଓଡ଼ିଆ ଗାଳ୍ପିକ, କବି, ଅନୁବାଦକ ଓ ଭ୍ରମଣ କାହାଣୀ ଲେଖିକା ।[୧] ତାଙ୍କ ଗଳ୍ପ ସଙ୍କଳନ କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ସେ ୨୦୧୭ ମସିହାର ଶାରଳା ପୁରସ୍କାର ପୁରସ୍କାର ପାଇଥିଲେ ।[୨]
ବନଜ ଦେବୀ ୧୯୪୧ ମସିହା ଅଗଷ୍ଟ ୧୦ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବେରବୋଇଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଜୀବନରୁ ହିଁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ କବିତାର ନାମ ଥିଲା "ବାପୁଜୀ" । ୧୯୬୫ମସିହାରୁ ସେ ଗଳ୍ପ ଲେଖିବା ଆରମ୍ଭ କରିଥିଲେ ।
୧୯୫୯-୨୦୦୦ |
|
---|---|
୨୦୦୧-ଏବେଯାଏଁ |
|
International | |
---|---|
National |