ବଡ଼ସାହି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ବଡ଼ସାହି (କ୍ରମିକ ସଂଖ୍ୟା: ୩୨) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବେତନଟୀ ବ୍ଳକ ଓ ବଡ଼ସାହି ବ୍ଳକର କିଛି ଅଞ୍ଚଳ ।[୨][୩]

ବଡ଼ସାହି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୧,୬୮,୯୯୯
ଜିଲ୍ଲା:ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ:ବାଲେଶ୍ୱର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗଣେଶ୍ୱର ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜାମିନୀକାନ୍ତ ନାୟକଙ୍କଠାରୁ ୧୬୮୩୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋରଞ୍ଜନ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ପାତ୍ରଙ୍କଠାରୁ ୧୫,୪୯୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ବଡ଼ସାହି [୬]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦମନୋରଞ୍ଜନ ସେଠୀ୪୮,୩୮୨୪୫.୨୭-
କଂଗ୍ରେସଗଣେଶ୍ୱର ପାତ୍ର୩୨,୮୮୩୩୦.୭୭-
ସ୍ୱାଧୀନମାନସ ରଞ୍ଜନ ବେହେରା୯,୧୧୩୮.୫୩-
ଝାମୁମୋକ୍ଷିରୋଦ ଚନ୍ଦ୍ର ପାତ୍ର୮,୦୫୧୭.୫୩-
ସମୃଦ୍ଧ ଓଡ଼ିଶା ଅନୁପମା ଦଣ୍ଡପାଟ୨,୨୨୪୨.୦୮-
ସ୍ୱାଧୀନଲୁନା କିଶୋର ଦଳେଇ୧,୪୧୨୧.୩୨-
ସ୍ୱାଧୀନରବିନ୍ଦ୍ର ନାଥ ସେଠୀ୧,୧୬୫୧.୦୯-
ବସପାସତ୍ୟଭାମା ସେଠୀ୧,୦୧୯୦.୯୫-
ଜନ ହିତକାରୀ ପାର୍ଟିଦିଲ୍ଲିପ କୁମାର କାଣ୍ଡ୮୭୩୦.୮୨-
ସପାମୃତ୍ୟୁଞ୍ଜୟ ସେଠୀ୬୮୧୦.୬୪-
ଭୋଟ ବ୍ୟବଧାନ୧୫,୪୯୯୧୪.୫୦*-
ମତଦାନ ହାର୧,୦୬,୮୭୮୭୧.୨୫-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୪]

ଆଧାର