ବଗୁଲା ବଗୁଲୀ

୧୯୮୬ର ଓଡ଼ିଆ କଥାଚିତ୍ର

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ବଗୁଲା ବଗୁଲୀ [୧] ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା ।

ବଗୁଲା ବଗୁଲୀ
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରପ୍ରଶାନ୍ତ ନନ୍ଦ, ଶ୍ରୀକାନ୍ତ ଗୌତମ, ମହାଶ୍ୱେତା ରାୟ, ପ୍ରିୟନାଥ ମିଶ୍ର (ପୀର ମିଶ୍ର)
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ମୁକ୍ତିଲାଭ ତାରିଖ
୧୯୮୬
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ବଗୁଲା ବଗୁଲୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର