ପ୍ରେମ ବନ୍ଧନ | |
---|---|
ନିର୍ଦ୍ଦେଶକ | ଏନ୍. ଗୋପାଳକୃଷ୍ଣ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅପରାଜିତା ମହାନ୍ତି, ଜୟୀରାମ ସାମଲ |
ମୁକ୍ତିଲାଭ ତାରିଖ | ୯ ସେପ୍ଟେମ୍ବର ୧୯୯୯ [୧] |
ଦେଶ | ![]() |
ଭାଷା | ଓଡ଼ିଆ |
ପ୍ରେମ ବନ୍ଧନ ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏନ୍. ଗୋପାଳକୃଷ୍ଣ ।