ପ୍ରଥମ ପ୍ରେମ

୨୦୦୫ର ଓଡ଼ିଆ କଥାଚିତ୍ର

ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ପ୍ରଥମ ପ୍ରେମ [୧] ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା ।

ପ୍ରଥମ ପ୍ରେମ
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକରତିକାନ୍ତ କାନୁନ୍ଗୋ, ସରସ୍ୱତି କାନୁନ୍ଗୋ
ଚିତ୍ରନାଟ୍ୟହର ପଟ୍ଟନାୟକ
କାହାଣୀରତିକାନ୍ତ କାନୁନ୍ଗୋ
କଳାକାରଅନୁଭବ ମହାନ୍ତି, ସୁଗେନା ଚୌଧୁରୀ, ମେଘନା ମିଶ୍ର, ଦେବୁ ବୋଷ
ସଙ୍ଗୀତସ୍ୱରୁପ ନାୟକ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୩ ଫେବୃଆରି୨୦୦୫
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୯ଲକ୍ଷ ୩୫ହଜାର

ଅଭିନୟରେ

ଓଡ଼ିଆଚଳଚ୍ଚିତ୍ର ‘ପ୍ରଥମ ପ୍ରେମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଦ୍ରଷ୍ଟବ୍ୟ