ପୁଷ୍ପା ପଣ୍ଡା

ଓଡ଼ିଆ ଅଭିନେତ୍ରୀ

ପୁଷ୍ପା ପଣ୍ଡା ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି ।

ପୁଷ୍ପା ପଣ୍ଡା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିସିନେମା ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୪-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ

ପୁଷ୍ପା ପଣ୍ଡା ଓଡ଼ିଶାରେ ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ ।

ସିନେମା ଜୀବନ

୧୯୮୪ ମସିହାରେ ନିନାଦ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପୁଷ୍ପା, ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ସିନେମାରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ମୁ ପ୍ରେମୀ ମୁ ପାଗଳ୨୦୧୧
ଚୋରି ଚୋରି ମନ ଚୋରି୨୦୧୧
ମତେ ବୋହୂ କରି ନେଇ ଯା୨୦୧୧
ମନ ମୋର ପ୍ରଜାପତି୨୦୧୧
ମୋଷ୍ଟ ୱାଣ୍ଟେଡ଼୨୦୧୧
ଏଇ ମିଳନ ଯୁଗଯୁଗର୨୦୧୦
ଶଶୁର ଘର ଜିନ୍ଦାବାଦ୨୦୧୦
ସଞ୍ଜୁ ଆଉ ସଞ୍ଜନା୨୦୧୦
କେଉଁ ଦୁନିଆରୁ ଆସିଲ ବନ୍ଧୁ୨୦୦୯
ଛାତି ଚିରି ଦେଲେ ତୁ୨୦୦୮
ମତେ ତ ଲଭ ହେଲାରେ୨୦୦୮
ଅଗ୍ନି ଶିଖା୨୦୦୭
ନବଦିଗନ୍ତ୧୯୯୮
ପୁଅ ମୋର ଜଗତ ଜିତା୧୯୯୭
ମୋକ୍ଷ୧୯୯୬
ଜୀବନ ଧାରା୧୯୯୫
ରଣଭୂମି୧୯୯୫
ସକଳ ତୀର୍ଥ ତୋ ଚରଣେ୧୯୯୫
ଆଶା୧୯୯୩
ଅଗ୍ନି ବୀଣା୧୯୯୦
ଅନ୍ଧ ଦିଗନ୍ତ୧୯୯୦
ଆକାଶର ଆଖି୧୯୮୯ପଙ୍କଜ ପାଣି
ପଞ୍ଚୁ ପାଣ୍ଡବ୧୯୮୯
ପ୍ରତିଶୋଧ ଅପରାଧ ନୁହେଁ୧୯୮୯
ରଜନୀଗନ୍ଧା୧୯୮୯
କନ୍ୟାଦାନ୧୯୮୮
ନିଷିଦ୍ଧ ସ୍ୱପ୍ନ୧୯୮୮
ଆକାଶର ଆଖି୧୯୮୭
କସ୍ତୁରୀ୧୯୮୭
ମଝି ପାହାଚ୧୯୮୭
ନିନାଦ୧୯୮୪

ପୁରସ୍କାର

ଆଧାର

ବାହାର ଲିଙ୍କ