ପୁରାତନ କଳା

ପ୍ରାଚୀନ ବିଶ୍ୱର କଳା ନାନା ପ୍ରକାରର କଳାକୁ ବୁଝାଇଥାଏ ଯାହା ବିଭିନ୍ନ ଚଳଣି, ପୁରାତନ ସମାଜ, ଯଥା- ଚୀନ, ଭାରତ, ମେସୋପଟାମିଆଁ, ମିଶର, ଗ୍ରୀସ, ରୋମ ଆଦିର ସମାଜ ବ୍ୟବସ୍ଥାକୁ ବୁଝାଇଥାଏ ।

୨୧୨୦ ଖ୍ରୀ.ପୂ.ର ସୁମେରୀୟ ଦେବୀ

ଭାରତୀୟ ଚିତ୍ରକଳା

ଅଜନ୍ତାର ଜାତକ ଗଳ୍ପ

ପୁରାତନ ଭାରତୀୟ ଚିତ୍ରକଳା ସବୁ ଥିଲା ପ୍ରାଗୈତିହାସିକ କାଳର ପଥର ଉପରେ ଅଙ୍କା କଳା, ଯାହା ଭିମ୍ବେତ୍କା ସମେତ ନାନାଦି ପେଟ୍ରୋଗ୍ଲିଫଥିବା ଜାଗରୁ ମିଳିଛି, ତାହା ଭିତରୁ କେତେକ ୫୫୦୦ ଖ୍ରୀ.ପୂ.ରୁ ପୁରୁଣା । ଏହିପରି କଳାସବୁ ଶହଶହ ଦଶନ୍ଧି ଧରି ଚାଲିଥିଲା, ୭ମ ଶତାବ୍ଦୀରେ ତିଆରି ମହାରାଷ୍ଟ୍ରର ଅଜନ୍ତା, ୧୨ଶ ଶତାବ୍ଦୀରେ ତିଆରି ଓଡ଼ିଶାର କୋଣାର୍କର କଳା ସବୁ ଏହି ପଥରରେ ଖୋଦାହୋଇଥିବା କଳାକୃତିର ଉଦାହରଣ । ପୁରାତନ ଭାରତରେ ହଜାର ହଜାର ବର୍ଷ ତଳେ ଅନେକ ବୌଦ୍ଧ ସ୍ତୂପ ଓ ଏହି ପଥର ଖୋଦା କଳାକୃତି ମିଳିଥାଏ ।

ଗ୍ୟାଲେରି

ଆଧାର

ଅଧିକ ତଥ୍ୟ