ପୁଅ ଭାଙ୍ଗିଦେଲା ସୁନା ସଂସାର
- ପୃଷ୍ଠା
- ଆଲୋଚନା
ପୁଅ ଭାଙ୍ଗିଦେଲା ସୁନା ସଂସାର | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ଧ୍ରୁବ ରଣା |
ଚିତ୍ରନାଟ୍ୟ | ଅରୁଣ ମହାନ୍ତି, ଶୀର୍ଷାନନ୍ଦ ଦାସ କାନୁନ୍ଗୋ |
କାହାଣୀ | ଶ୍ରୀନାଥ ରଣା |
କଳାକାର | ସିଦ୍ଧାନ୍ତ ମହାପାତ୍ର, ମୌମିତା ଗୁପ୍ତା, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ନମ୍ରତା ଦାସ |
ସଙ୍ଗୀତ | ବାଚୁ ମୁଖାର୍ଜୀ |
ଚିତ୍ରଗ୍ରହଣ | ରାମ କ୍ରୀଷ୍ଣା |
ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୧୯୯୯ |
ଦେଶ | ![]() |
ଭାଷା | ଓଡ଼ିଆ |
ପୁଅ ଭାଙ୍ଗିଦେଲା ସୁନା ସଂସାର, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଧ୍ରୁବ ରଣା । ଶ୍ରୀନାଥ ରଣା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅରୁଣ ମହାନ୍ତି ଏବଂ ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ସିଦ୍ଧାନ୍ତ ମହାପାତ୍ର, ମୌମିତା ଗୁପ୍ତା, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ନମ୍ରତା ଦାସ, ଦେବୁ ବୋଷ, ଦେବୁ ବ୍ରହ୍ମା, ବିରାଜ ଦାସ, ସଲିଲ ମିତ୍ର, ବୈଶାଖି ମହାନ୍ତି, ଅସୀତ ପତି, ବବି ପ୍ରଧାନ, ଶ୍ରୀକାନ୍ତ ରଣା, ଜୟୀରାମ ସାମଲ, କାନ୍ତ ସିଂହ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଚୁ ମୁଖାର୍ଜୀ ।[୪][୫] ଅରୁଣ ମହାନ୍ତି, ନିମାଇଁ ମହାନ୍ତି, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ରଣଜିତ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାଶିଷ ମହାକୁଡ଼, ଲୋପିତା ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ଟି. ସୌରୀ, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | ସମୟ |
---|