ପାନିପଥ ଉତ୍ଥିତ ଏକ୍ସପ୍ରେସୱେ
ପାନିପଥ ଉତ୍ଥିତ ଏକ୍ସପ୍ରେସୱେ ଭାରତୀୟ ରାଜ୍ୟ ହରିୟାଣାର ପାଣିପଥଠାରେ ଥିବା ଏକ ଉତ୍ଥିତ ଏକ୍ସପ୍ରେସୱେ । ଏହା ଜାତୀୟ ରାଜପଥ ୧ର ଦିଲ୍ଲୀ ଓ ଅମୃତସର ମଧ୍ୟରେ ଥିବା ବ୍ୟସ୍ତତମ ଭାଗର ଭିଡ଼ କମାଇବା ପାଇଁ ନିର୍ମିତ । ଏହାର ଦୈର୍ଘ୍ୟ ୧୦ କିଲୋମିଟର[୧] । ଏହା BOT ପଦ୍ଧତି ମାଧ୍ୟମରେ ଏଲ ଆଣ୍ଡ ଟି କମ୍ପାନୀଦ୍ୱାରା ନିର୍ମିତ । [୨]
Panipat Elevated Expressway | |
---|---|
Route information | |
Length: | 10 km (୧୦ mi) |
Existed: | January 1991 – present |
Highway system | |
ଭାରତୀୟ ସଡ଼କ ପରିବହନ ଜାତୀୟ • • ରାଜ୍ୟ |
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ