ପର୍ଶୁରାମ (ଓଡ଼ିଆ କଥାଚିତ୍ର)

୨୦୧୨ର ଓଡ଼ିଆ କଥାଚିତ୍ର

ପର୍ଶୁରାମ, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ର‌ୱାଲ ।[୧] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ସମ୍ପାଦନା କରିଥିଲେ । ସୁଧାଂଶୁ ମୋହ‌ନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪]

ପର୍ଶୁରାମ
ନିର୍ଦ୍ଦେଶକସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକସୀତାରାମ ଅଗ୍ର‌ୱାଲ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟସୁଶାନ୍ତ ମଣି
କଳାକାରଅରିନ୍ଦମ ରାୟ
ବର୍ଷା ପ୍ରିୟଦର୍ଶିନୀ
ସିଦ୍ଧାନ୍ତ ମହାପାତ୍ର
ପ୍ରଦ୍ୟୁମ୍ନ ଲେଙ୍କା
ହରିହର ମହାପାତ୍ର
ସଙ୍ଗୀତମନ୍ମଥ ମିଶ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୧ ଅକ୍ଟୋବର ୨୦୧୨[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ବର୍ଷା ପ୍ରିୟଦର୍ଶିନୀ ।[୫][୨][୩] ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ଅଙ୍କିତା ଭୌମିକ, ଅଜିତ ଦାସ, ସରୋଜ ଦାସ, ମାନସ ମିଶ୍ର, ସାତ୍ୟକି ମିଶ୍ର, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପୃଥିରାଜ ନାୟକ, ପିଙ୍କି ପ୍ରଧାନ, ପ୍ରିତୀରାଜ ସତପଥୀ ଆଦି କଲାକାରମାନେ ଏହିକଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ରଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩]

ଗୀତ

କ୍ରମଗୀତସମୟ
1."ମଣିଷ ସମୟର ଦାସ" 
2."ହୃଦୟର ସ୍ପନ୍ଦନରେ" 
3."ପର୍ଶୁରାମ" 
4."ପ୍ରେମ ନ ମିଳିଲେ" 
5."ଝିଟିପିଟି ଝିଟିପିଟି" 
6."ସାରାରା ସିଲି ସିଲି" 

ଆଧାର

ବାହାର ଆଧାର