ପରିବାର

ଜାଜସାଧାରଣତଃ ଗୋଟିଏ ଜାଗାରେ/ଘରେ ପରସ୍ପର ସହ ସମ୍ପର୍କ ଥିବା କିଛି ଲୋକ ରହିଥାନ୍ତି ଏବଂ ସେମାନଙ୍କୁ ନେଇ ପରିବାର ଗଢାଯାଇଥାଏ ।[୧]

ପରିବାରର ସଭ୍ୟ

ପରିବାରରେ ରହୁଥିବା ସଭ୍ୟମାନଙ୍କ ମଧ୍ୟରେ :
ବାପା
ମା
ଭାଇ
ଭଉଣୀ
ସାନବାପା
ସନବୋଉ
ଜେଜେବାପା
ଜେଜେମା

ପ୍ରକାର

  1. ଯୌଥ ପରିବାର
  2. ବିସ୍ତ୍ରୁତ ପରିବାର

ଆଧାର

ବାହାର ତଥ୍ୟ